ଶୁକ୍ରବାର  , ମୀନ୨ ଦିନ ଚୈତ୍ର ୧୫ ଦିନ

0 68

ଦିନ- ଶୁକ୍ରବାର  , ମୀନ୨ ଦିନ ଚୈତ୍ର ୧୫ ଦିନ

ତାରିଖ- (ଦିନାଙ୍କ)- ମାର୍ଚ୍ଚ ୧୬,୨୦୧୮     ବିକ୍ରମ ସମ୍ବତ         –୨୦୭୪ ଶକ ସମ୍ବତ-୧୯୩୯

ସୂର୍ଯ୍ୟୋଦୟ- ୦୫-୫୮-୦୨    ସୂର୍ଯ୍ୟାସ୍ତ-୫-୫୨-୪୨                              

ତିଥି-  କୃଷ୍ଣ ଚତୁର୍ଦ୍ଦଶୀ ସନ୍ଧ୍ୟା ୬-୦୮   ନକ୍ଷତ୍ର- ସନ୍ଧ୍ୟା ୭/୧୩ଶତ୍ତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର ଚନ୍ଦ୍ର ଅହୋରାତ୍ର

ଘାତବାର- ବିଛା, ଧନୁ ଓ ମୀନ ରାଶି      ଘାତଚନ୍ଦ୍ର         – ମିଥୁନ ଓ ମୀନ ରାଶି ,

ଚନ୍ଦ୍ରଶୁଦ୍ଧି-ମେଷ,ବୃଷ, ସିଂହ,କନ୍ୟା, ବିଛା,ଧନୁ,,କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି        

                                                         

ସାମ୍ବତ୍ସରିକ ଶ୍ରାଦ୍ଧ-ଚର୍ତୁଦଶୀ  ତିଥିର ଏକୋଦିଷ୍ଟ ଓ ପାର୍ବଣ

ଯୋଗୀନି ସ୍ଥିତି-  ପଶ୍ଚିମରେ   ସନ୍ଧ୍ୟା ୬-୦୮ ପରେ ଐଶାନ୍ୟ ଯାତ୍ରା ନିଷେଧ

ଶୁଭ କର୍ମ- ନାହିଁ

ଶୁଭ ବେଳା-    ଅମୃତ ବେଳା-ଦିନ ୮-୧୭ରୁ ଦିନ ୧୦-୪୧ ,ଦିନ ୧-୦୫ରୁ ଦିନ ୨-୪୧,ଦିନ ୪-୧୭ରୁ ଦିନ ୫-୫୩

ମାହେନ୍ଦ୍ର ବେଳା-ଶୁଭ- ଦିନ ୧୦-୪୧ରୁ ୧୨-୨୯

ଅଶୁଭ ବେଳା-ଦିନ  ଦିନ ୧୦-୪୨ରୁ ଦିନ୧୧-୫୩, ରାତି ୮-୫୩ରୁ ୧୦-୨୩

ପୁଷ୍କରଦୋଷ-  ରାତି ୭-୧୩ ପରେ ଏକ ପାଦ

Leave A Reply

Your email address will not be published.