ପାଞ୍ଜିରେ ଆଜିର ଦିନ ରବିବାର

0 58

ଦିନ-  ରବିବାର ,କୁମ୍ଭ ୨୭ ଦିନ ଚୈତ୍ର ୧୦ ଦିନ

ତାରିଖ- (ଦିନାଙ୍କ)- ମାର୍ଚ୍ଚ ୧୧,୨୦୧୮     ବିକ୍ରମ ସମ୍ବତ          –୨୦୭୪ ଶକ ସମ୍ବତ-୧୯୩୯

ସୂର୍ଯ୍ୟୋଦୟ- ୦୬-୦୨-୧୪    ସୂର୍ଯ୍ୟାସ୍ତ-୫-୫୧-୧୨                               

ତିଥି-  କୃଷ୍ଣ ନବମୀ ଓ ଦଶମୀ ସ୍ପର୍ଶ ନକ୍ଷତ୍ର-  ଦିନ୭/୧୫ ଧନୁ ଚନ୍ଦ୍ର ଅହୋରାତ୍ର

ଘାତବାର- ମେଷ ରାଶି      ଘାତଚନ୍ଦ୍ର     -ତୁଳା ଓ କୁମ୍ବ ରାଶି, ଚନ୍ଦ୍ରଶୁଦ୍ଧି-ମିଥୁନ,କର୍କଟ,କନ୍ୟା, ତୁଳା ,ଧନୁ, ମକର,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି                                                         

ସାମ୍ବତ୍ସରିକ ଶ୍ରାଦ୍ଧ-ଦଶମୀ ତିଥିର ଏକୋଦ୍ଦିଷ୍ଟ  ଓ ପାର୍ବଣ

ଯୋଗୀନି ସ୍ଥିତି-  ପୂର୍ବରେ, ଦିନ  ୮/୪୨୮ ପରେ  ଉତ୍ତରରେ

ଶୁଭ କର୍ମ- ନାହିଁ

ଶୁଭ ବେଳା-    ଅମୃତ ବେଳା- ଦିନ ୬ଟା ୪୫ରୁ ୯/୫୬, ରାତି ୭ଟା ୨୯ରୁ ୯ଟା ୫ ରାତି

          ମାହେନ୍ଦ୍ର ବେଳା-ଶୁଭ-  ପ୍ରାତଋଃରୁ ଦିନ ୬ଟା୪୫, ଦିନ ୧-୦୬ରୁ ୧-୫୪, ରାତି ୬-୪୫ରୁ ୭-୨୯ ରାତି ୧୨-୧୮ରୁ ୩ଟା୩୨ ରାତ୍ରୀ

ଅଶୁଭ ବେଳା-ଦିନ  ୧୦ଟା ୨୬ରୁ ୧ଟା ୦୫

ପୁଷ୍କରଦୋଷ- ଏକପାଦ

 

Leave A Reply

Your email address will not be published.