ଆଗକୁ ମଦ କିଣିଲେ ମିଳିବ ରସିଦ!

0 139

କଟକ . – ମଦ ଦୋକାନରୁ ମଦ କିଣିଲେ ଆଗକୁ ରସିଦ ମିଳିବ । ଏବେ କୌଣସି ମଦ ଦୋକାନୀ ରସିଦ ନ ଦେବା ସହ ବିଭିନ୍ନ ମଦର ଅଧିକ ଦାମ ନେଉଥିବା କଥା ଅଭିଯୋଗ ହେଉଛି । ମାତ୍ର ଦେଶର ଅନ୍ୟ ରାଜ୍ୟମାନଙ୍କରେ ଦୋକାନୀ ରସିଦ ଦେଉଛନ୍ତି ।  ଓଡ଼ିଶାରେ ଏହି ବ୍ୟବ୍ୟସ୍ଥା ଲାଗୁ କରିବା ପାଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ଉଚ୍ଚ ନ୍ୟାୟାଳୟ ଏହାର ଶୁଣାଣୀ କରିବା ସହ ରାଜ୍ୟ ସରକାରଙ୍କୁ ଏ ବିଷୟରେ ନିଷ୍ପତ୍ତି ନେବା ପାଇଁ ନିର୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.