ଦେଖନ୍ତୁ- କାଉର ଚତୁରତା , କଥାରେ ଅଛି ଅତି ବୁଦ୍ଧିଆରୁ କାଉ ବିଷ୍ଠା ଖାଏ

0 110

କାଉ ଭାରି ଚାଲାକ , କଥାରେ ଅଛି ଅତି ବୁଦ୍ଧିଆରୁ କାଉ ବିଷ୍ଠା ଖାଇଥାଏ । ମାତ୍ର ଏକ ଗବେଷଣାରୁ କାଉ  ଏକ  ଚତୁର ପକ୍ଷୀ ବୋଲି ଜଣା ପଡିଛି । ଏକ ସାତ ବର୍ଷର ପିଲାର ବୁଦ୍ଧି ସହ କାଉର ସମାନ ବୁଦ୍ଧି ଥାଏ ବୋଲି ଜଣା ପଡିଛି । ପିଲାବେଳେ ଅନେକ ପଢିଥିଲେ ଶୋଷିଲା ବା ତୃଷାତ କାଉ କଥା । ଯିଏ ପାଣି ଖୋଜି ଖୋଜି ଏକ ମାଠିଆରେ ଅଳ୍ପ ପାଣି ଦେଖିଥିଲା । ପରେ ସେ ମାଠିଆରେ ଛୋଟ ପଥର ଓ ଗୋଡି ପକାଇ ପାଣି କୁ ଉପରକୁ ଆଣିଥିଲା । ପରେ ସେ ପାଣି ପିଇବାପାଇଁ ସକ୍ଷମ ହୋଇଥିଲା । ଦେଖନ୍ତୁ ଏହି ଭିଡିଓ

video courtesy newyork times

Leave A Reply

Your email address will not be published.