ବନ୍ଧୁକ ଧରିଥିବା ଡକାୟତକୁ ନିର୍ଧିୁମ ପିଟିଲେ ବୃଦ୍ଧ, ପୋଷାକ ଖୋଲି ପଳାଉଥିବା ବେଳେ ପୁଣି ମାଡ, ଦେଖନ୍ତୁ ଭିଡିଓ

ବନ୍ଧୁକ ଧରିଥିବା ଡକାୟତକୁ ନିର୍ଧିୁମ ପିଟିଲେ ବୃଦ୍ଧ, ପୋଷାକ ଖୋଲି ପଳାଉଥିବା ବେଳେ ପୁଣି ମାଡ, ଦେଖନ୍ତୁ ଭିଡିଓ

0 155

ଡକାୟତଙ୍କୁ ଦେଖିଲେ କେହି ବି ଡରି ଯିବେ । ହେଲେ ଏକ ଦୋକାନରେ ବନ୍ଧୁକ ଧରି ଡକାୟତ ଧମକାଉଥିବା ବେଳେ ଟୋପି ପିନ୍ଧିଥିବା ଜଣେ ବୃଦ୍ଧ ତାଙ୍କୁ ନିର୍ଧିୁମ ମାଡ ମାରିଥିଲେ ଡକାୟତ ପୋଷାକ ଖୋଲି ପଳାଉଥିବା ବେଳେ ଧରା ପଡି ଆହୁରି ମାଡ ଖାଇଛି , ତଳେ ଲିଙ୍କରେ ଏହାର ଭିଡିଓ ଦିଆଯାଇଛି ।

Leave A Reply

Your email address will not be published.