କେଶ ଝଡ଼ିବା

0 65

ସହରମାନଙ୍କରେ ଅଧିକ ପରିମାଣର ବ୍ଲିଚିଂ ମିଶା ପାଣିରେ କେଶ ଧୋଇବା,

ଅଧିକ ଟେନସନ୍‌, ରାତି ଅନିଦ୍ରା, କେଶ ମୂଳରେ ରୂପି, ବିଭିନ୍ନ ପ୍ରକାର ଶାମ୍ପୋ ଓ ବାସନା ତେଲ ବ୍ୟବହାର କଲେ କେଶ ମାତ୍ରାଧିକ ଝଡ଼ିଥାଏ।

ଗାଁ ଗହଳିଠାରୁ ସହର ପର୍ଯ୍ୟନ୍ତ ସବୁଠାରେ ଏବେ ଲୋକେ କେଶ ଝଡ଼ିବା ରୋଗରେ ଆକ୍ରାନ୍ତ ଓ ଚିନ୍ତିତ।

ଅଁଳା ଗୁଣ୍ଡକୁ ପାଣିରେ ମିଶାଇ କେଶମୂଳରେ ଲଗାଇଲେ କେଶ ଝଡ଼ା କମ୍‌ ହୋଇଥାଏ।

ବିଶେଷଜ୍ଞଙ୍କ ପରାମର୍ଶରେ ଏହି କେଶ ଝଡ଼ାର ଉପଚାର କରିବା ଉଚିତ।

Leave A Reply

Your email address will not be published.