ରବିବାର ହିନ୍ଦୁ ନବ ବର୍ଷ, ବାସନ୍ତୀକ ନବରାତ୍ର ଆରମ୍ଭ

ଘାତବାର- ମେଷ ରାଶି      ଘାତଚନ୍ଦ୍ର     - ଧନୁ ରାଶି

0 78

ରବିବାର ହିନ୍ଦୁ ନବ ବର୍ଷ, ବାସନ୍ତୀକ ନବରାତ୍ର ଆରମ୍ଭ

ଦିନ- ରବିବାର  , ମୀନ୪ ଦିନ ଚୈତ୍ର ୧୭୬ ଦିନ

ତାରିଖ- (ଦିନାଙ୍କ)- ମାର୍ଚ୍ଚ ୧୮,୨୦୧୮     ବିକ୍ରମ ସମ୍ବତ          –୨୦୭୫ ଶକ ସମ୍ବତ-୧୯୩୯

ସୂର୍ଯ୍ୟୋଦୟ- ୦୫-୫୬-୧୧    ସୂର୍ଯ୍ୟାସ୍ତ-୫-୫୨-୧୯                               

ତିଥି-  ଶୁକ୍ଳ ପ୍ରତିପଦ ରାତି ୬-୨୬   ନକ୍ଷତ୍ର- ସନ୍ଧ୍ୟା ୮/୪୧ ଉତ୍ତରଭାଦ୍ର ନକ୍ଷତ୍ର, ମୀନ ଚନ୍ଦ୍ର  ଅହୋରାତ୍ର

ଘାତବାର- ମେଷ ରାଶି      ଘାତଚନ୍ଦ୍ର     – ଧନୁ ରାଶି ,

ଚନ୍ଦ୍ରଶୁଦ୍ଧି-ବୃଷ,ମିଥୁନ, କର୍କଟ,କନ୍ୟା, ତୁଳା, ବିଛା,ମକର,କୁମ୍ଭ,ମୀନ ରାଶିର ଚନ୍ଦ୍ରଶୁଦ୍ଧି 

                                                         

ସାମ୍ବତ୍ସରିକ ଶ୍ରାଦ୍ଧ-ପ୍ରତିପଦା  ତିଥିର ଏକୋଦିଷ୍ଟ ଓ ପାର୍ବଣ

ଯୋଗୀନି ସ୍ଥିତି-  ପୂର୍ବରେ   ସନ୍ଧ୍ୟା ୬-୨୬ ପରେ ଉତ୍ତରରେ, ଯାତ୍ରା ନିଷେଧ

ଶୁଭ କର୍ମ- ନାହିଁ

ଶୁଭ ବେଳା-    ଅମୃତ ବେଳା-ଦିନ ୬-୨୯ରୁ ଦିନ ୯-୫୨ ,ରାତି ୭-୩୦ରୁ ୯-୦୫

ମାହେନ୍ଦ୍ର ବେଳା-ଶୁଭ- ଦିନ ୧-୦୫ରୁ ୧-୫୩

ଅଶୁଭ ବେଳା-  ଦିନ ୧୦-୨୨ରୁ ଦିନ ୧-୨୩, ଦିନ ୧-୦୫ରୁ ୧-୫୩

ପୁଷ୍କରଦୋଷ-  ରାତି ୬-୨୬ ପରେ ଏକ ପାଦ

Leave A Reply

Your email address will not be published.