ଶିଶୁର ବଳାତ୍କାରୀକୁ ୨୦ ବର୍ଷ ଜେଲ୍‌

ଶିଶୁର ବଳାତ୍କାରୀକୁ ୨୦ ବର୍ଷ ଜେଲ୍‌

0 42

ମଥୁରା.- ଏକ ତିନି ବର୍ଷର ଶିଶୁର ବଲାତ୍କାରୀକୁ ମଥୁରାର ଏକ ସ୍ୱତନ୍ତ୍ର ଅଦାଲତ ୨୦ ବର୍ଷ  ଜେଲ ଣ୍ଡା ଦେଶ ଶୁଣାଇଛନ୍ତି । ୨୦୧୫ ମସିହାରେ ଏହି ଅଭିଯୁକ୍ତ ଏକ ୩ ବର୍ଷର ଶିଶୁକୁ ବଳାତ୍କାରକରିଥିଲା । ପ୍ରାୟ ୩ ବର୍ଷ ଧରି ଏହାର ଶୁଣାଣୀ ହୋଇଥିଲା ।

ଏହି ଅପରାଧୀ ଜଣଙ୍କ ମାନସିକ ଭାବେ ଏପରି ଅପାରାଧ କରୁଥିବାରୁ କମ୍‌  ଜେଲ୍‌ ଦଣ୍ଡାଦେଶ ହେଲେ ପୁଣି ସେ ଏପରି ଅପରାଧ କରିପାରେ । ତେଣୁ ଏହାକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଯାଇଥିବା ନିଜ ରାୟରେ ଦର୍ଶାଇଛନ୍ତି । ଏହା ସହ ପୀଡିତାଙ୍କ ପରିବାକୁ ଏକ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.