ଲକ୍ଷ୍ମୀଙ୍କର ଏହି ମନ୍ତ୍ର ଅର୍ଥାଭାବ ଦୂର କରିବା ସହ, ଧନ ସମ୍ପତି ବୃଦ୍ଧି କରିଥାଏ

ଲକ୍ଷ୍ମୀଙ୍କର ଏହି ମନ୍ତ୍ର ଅର୍ଥାଭାବ ଦୂର କରିବା ସହ, ଧନ ସମ୍ପତି ବୃଦ୍ଧି କରିଥାଏ

0 704

ଧନର ଦେବୀ ହେଉଛନ୍ତି ଲକ୍ଷ୍ମୀ । ସେ ନିଜର ଭକ୍ତ ତଥା ଆଶ୍ରିତମାନଙ୍କୁ ଧନ ସମ୍ପତ୍ତି ପ୍ରଦାନ କରିଥାଆନ୍ତି । ଗୁରୁବାରେ ହେଉଛି ଲକ୍ଷ୍ମୀଙ୍କର ବାର । ତେବେ ଲକ୍ଷ୍ମୀହ୍କୁ ପ୍ରସନ୍ କରିବା ପାଇଁ ସ୍ନାନାଦି କାର୍ଯ୍ୟ ସମ୍ପନ୍ନ କରି ଏକ ଆସନରେ ବସି , ଧୂପ ଦୀପ ନୈବେଦ୍ୟ ଲକ୍ଷ୍ମୀ ପ୍ରତିମା କିମ୍ବା ଫଟୋରେ ପ୍ରଦାନ କରି ଭକ୍ତିର ସହ ବିଶ୍ୱାସର ସହ ଏହି ମନ୍ତ୍ରକୁ ପାଠକଲେ ଅର୍ଥାଭାବ ଦୂର ହୋଇଥାଏ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ ।

ଲକ୍ଷ୍ମୀଙ୍କ ମନ୍ତ୍ର- “ଓଁ ଶ୍ରୀଂ ହ୍ରୀଂ ଶ୍ରୀଂ କମଳେ କମଳାୟେ ପ୍ରସିଦ୍ଧ ପ୍ରସିଦ୍ଧ ଶ୍ରୀଂ ହ୍ରୀଂ ଶ୍ରୀଂ ଓଁ ମହାଲକ୍ଷ୍ମୟେ ସ୍ୱାହା”

Leave A Reply

Your email address will not be published.