ମାତୃ ଦିବସରେ ଆପଣଙ୍କ ମାତାଙ୍କୁ କଣ ଉପହାର ଦେବେ ?

0 99

ମା’ଙ୍କୁ ଏହି ଅବସରରେ ଭିଭିଡ୍ ସିଡ୍ନୀର ୧୦ମ ସଂସ୍କରଣରେ ଯୋଗଦେବାର ଅନନ୍ୟ ଅଭିଜ୍ଞତା ପ୍ରଦାନ କରନ୍ତୁ। ଏଠାରେ ସଙ୍ଗୀତ, ଆଲୋକର ଅନନ୍ୟ କାର୍ଯ୍ୟକ୍ରମ ୨୩ ରାତି ପାଇଁ ଆୟୋଜିତ ହେବାକୁ ଯାଉଛି। ଏଥିରେ ବିଶ୍ୱର ଖ୍ୟାତିସମ୍ପନ୍ନ କଳାକାର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ସେମାନଙ୍କ ମ୍ମରେ ଅଷ୍ଟ୍ରେଲିଆନ୍ ତଥା ଅନ୍ତର୍ଜାତୀୟସ୍ତରର ସୁପରଷ୍ଟାର ସୋଲାଞ୍ଜ୍, ଆଇରନ୍ ଆଣ୍ଡ୍ ୱାଇନ୍, ଆଇସ୍ କ୍ୟୁବ୍ ଏବଂ ଅନ୍ୟମାନେ ଯୋଗଦେବେ। ଏହା ଅପାଣଙ୍କ ମା’ଙ୍କୁ ବେଶ୍ ଆନନ୍ଦ ଦେବ।

ଯଦି ଆପଣଙ୍କ ମା’ ଯୋଗରେ ରୁଚି ରଖୁଥାନ୍ତି। ତେବେ ତାଙ୍କୁ କେରଳରେ ଥିବା ବିଭିନ୍ନ ରିଟ୍ରିଟ୍ କେନ୍ଦ୍ରରେ ଆରାମ ନେବାର ସୁଯୋଗ ପ୍ରଦାନ କରନ୍ତୁ। ଏଠାରେ ଅଷ୍ଟାଙ୍ଗ, ବିକ୍ରମ, ହଠ,ଆୟାଙ୍ଗର ଯୋଗ ଆଦିର ଅନୁଭୁତି ନେବାର ସୁଯୋଗ ପ୍ରଦାନ କରନ୍ତୁ। ଏହା ସହିତ ଏଠାକର ସ୍ୱତନ୍ତ୍ର ଆୟୁର୍ବେଦିକ୍ ସ୍ପା,ଆଥେଆୟୁର୍ବେଦିକ୍ କେନ୍ଦ୍ର ଏବଂକାର୍ନୋଉସିଟି ଆୟୁର୍ବେଦ୍ ଏବ ଂୱେଳନେସ୍ ରିସୋର୍ଟରେ ଆରାମ କରିବାର ସୁଯୋଗ ଦିଅନ୍ତୁ।

ଯଦି ଆପଣଙ୍କ ମା’ ରୋଷେଇରେ ରୁଚି ରଖୁଥାନ୍ତି ତେବେ ଆପଣ ତାଙ୍କୁ ସଞ୍ଜିବ୍ କାପୁରଙ୍କ ବିଭିନ୍ନ ସ୍ୱାଦଯୁକ୍ତ ରାନ୍ଧଣା ରାନ୍ଧିବାର ପୁସ୍ତକ ଉପହାର ଦିରନ୍ତୁ। ଏହା ତାଙ୍କର ରାନ୍ଧଣା ଅଭିଳାଷାକୁ ପୂରଣ କରିବାକୁ ସକ୍ଷମ ହେବ।

ଆପଣଙ୍କ ମା’ ମ୍ୟୁଜିକରେ ରୁଚି ରଖିଉଥିଲେ ତାଙ୍କୁ ଅରୁଣାଚଳ ପ୍ରଦେଶର ଜାଇରୋ ଉପତ୍ୟକାରେ ହେବାକୁଥିବା ଜାଇରୋ ସଙ୍ଗୀତ ଉତ୍ସବରେ ଯୋଗଦେବାର ଅଭିଜ୍ଞତା ପ୍ରଦାନ କରନ୍ତୁ।ଏହି ଅବସରରେ ଖାଦ୍ୟ ଓ ପାନୀୟ ସହିତ ସାଂସ୍କୃତିକ ସଙ୍ଗୀତର ଅନ୍ୟନ ଆନନ୍ଦ ଦେଶବିଦେଶର ପର୍ଯ୍ୟଟକ ନେଇ ପାରିବେ।

ଆପଣଙ୍କ ମା’ ଖୁସି ଓ ମଜା କରିବାକୁ ଚାହୁଁଥିଲେ ତାଙ୍କର ଭିତର ପିଲାଳିଆମୀ ପାଇଁ ତାଙ୍କୁ ଡିଜ୍ନି ଲ୍ୟାଣ୍ଡ୍ ନେବାର ଅବସର ପ୍ରଦାନ କରନ୍ତୁ। ଏହା ଆପଣଙ୍କ ମା’ଙ୍କୁ ଚିନ୍ତାରୁ ମୁକ୍ତି ଦେବା ସହିତ ବିଭିନ୍ନ ମ୍ୟାଜିକାଲ ଶୋ’ର ଆନନ୍ଦ ଉପବଲବ୍ଧ କରାଇବ। ଏହା ଆପଣଙ୍କ ମା’ଙ୍କ ସ୍ମୃତିକୁ ସ୍ମୃତିବହୁଳ କରିବାକୁ ସକ୍ଷମ ହେବ।

ଆପଣଙ୍କ ମା’ଦୁଃଶାହସିକ କାର୍ଯ୍ୟକୁ ପସନ୍ଦ କରୁଥିଲେ ତାଙ୍କୁ ସନ୍ଦର ଟ୍ରାକିଂ ଅବସର ପ୍ରଦାନ କରନ୍ତୁ। ଜାନସକାର ଫ୍ରୋଜନେ୍ ରିଭର ଟ୍ରେକଠାରୁ କୁଆରି ପାଶ୍ ଟ୍ରେକ୍ର ସୁଯୋଗ ଉପଲବ୍ଧ କରାନ୍ତୁ। ଏଥିରେ ରାଫ୍ଟିଂ, ରକ୍ କ୍ଳାଇବିଂ, ରିଭର କ୍ରସିଂ, ଆଦି ଦଃୁଶାହାସିକ କାର୍ଯ୍ୟ ରହିଛି। ଏହା ଅପାଣଙ୍କ ମା’ଙ୍କୁ ଆନନ୍ଦିତ କରାଇବ।

Leave A Reply

Your email address will not be published.