ସକାଳୁ ମୋଦି କିପରି ପଥର ଉପରେ କରୁଛନ୍ତି ବ୍ୟାୟାମ ଦେଖନ୍ତୁ, ଭିଡିଓ

0 404

ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ୍‌ ଇଣ୍ଡିଆ ପାଇଁ ଆହ୍ୱାନ ଦେଇଛନ୍ତି । ବ୍ୟାୟାମ କଲେ ସମସ୍ତେ ସୁସ୍ଥ ସବଳ ରହିବେ । ଏହା ଦେଶର ପ୍ରଗତି ପାଇଁ ହିତକର । ସେ ଏକ ବଗିଚାରେ ବ୍ୟାୟାମ କରିବା ସହ ଏକ ପଥର ଉପରେ କିଛି ଯୋଗ ଓ ବ୍ୟାୟାମ କରୁଥିବାର ଭିଡିଓ ପୋଷ୍ଟ କରିଛନ୍ତି । ଦେଖନ୍ତୁ ପ୍ରଧାନମନ୍ତ୍ରୀ ମୋଦି କିପରି ଯୋଗ ବ୍ୟାୟାମ କରୁଛନ୍ତି ।

Leave A Reply

Your email address will not be published.