ଜାଣନ୍ତୁ କାହାକୁ ମଶା ଅଧିକ କାମୁଡେ !

  ଜାଣନ୍ତୁ କାହାକୁ ମଶା ଅଧିକ କାମୁଡେ !

0 1,051

ଏପରି କିଛି ବ୍ୟକ୍ତି ଅଛନ୍ତି ଯାହାକୁ ମଶା ଅଧିକ କାମୁଡି ଥାଏ । ସେମାନେ ଯେଉଁସ୍ଥାନାରେ ଥାଆନ୍ତି ମଶା ତାଙ୍କୁ କାମୁଡି ଥାଏ । ଜାଣନ୍ତୁ ଏହାର କାରଣ

ଶରୀରେ ଅଙ୍ଗାରକାମ୍ଳ ମାତ୍ରା ଅଧିକ ରହିଲେ ମଶା କାମୁଡିଥାଏ ।

ଗର୍ଭବତୀ  ଓ ଛୋଟପିଲାମାନଙ୍କୁ ଅଧିକ ମଶା କାମୁଡିଥାଏ ।

ମଦ୍ୟପାନକଲେ ଅଧିକ ମଶା କାମୁଡିଥାଏ । ରକ୍ତରେ ଅଲକହଲ ମାତ୍ରା ବୃଦ୍ଧି ପାଇଲେ ଅଧିକ ମଶା କାମୁଡିଥାଏ ।

ଅଧିକ ବ୍ୟାୟାମ କଲେ ମଶା କାମୁଡିଥାଏ । ଶରୀରରେ ଉଷ୍ମତା ରହିଲେ ବି ମଶା କାମୁଡିଥାଏ ।

Leave A Reply

Your email address will not be published.