ସୋମବାର ଶୁଭବାର, ମାର୍ଚ୍ଚ ୧୨ ଜାଣନ୍ତୁ ଶୁଭ ଓ ଅଶୁଭ ସମୟ

0 43

ଦିନ- ସୋମବାର ,କୁମ୍ଭ ୨୮ ଦିନ ଚୈତ୍ର ୧୧ ଦିନ

ତାରିଖ- (ଦିନାଙ୍କ)- ମାର୍ଚ୍ଚ ୧୨,୨୦୧୮     ବିକ୍ରମ ସମ୍ବତ         –୨୦୭୪ ଶକ ସମ୍ବତ-୧୯୩୯

ସୂର୍ଯ୍ୟୋଦୟ- ୦୬-୦୧-୨୪    ସୂର୍ଯ୍ୟାସ୍ତ-୫-୫୧-୩୦                              

ତିଥି-  କୃଷ୍ଣ ଦଶମୀ ନକ୍ଷତ୍ର-  ଦିନ୧୦/୧୭ ଧନୁ ଚନ୍ଦ୍ର ଅହୋରାତ୍ର

ଘାତବାର- ମିଥୁନ ରାଶି      ଘାତଚନ୍ଦ୍ର    -ତୁଳା ଓ କୁମ୍ବ ରାଶି, ଚନ୍ଦ୍ରଶୁଦ୍ଧି-ମେଷ, କର୍କଟ, ସିଂହ, ତୁଳା, ବିଛା,ମକର,କୁମ୍ଭ, ମୀନ ରାଶିର ଚନ୍ଦ୍ରଶୁଦ୍ଧି                                                         

ସାମ୍ବତ୍ସରିକ ଶ୍ରାଦ୍ଧ-ଏକାଦଶୀ ତିଥିର ଏକୋଦ୍ଦିଷ୍ଟ  ଓ ପାର୍ବଣ

ଯୋଗୀନି ସ୍ଥିତି-  ଉତ୍ତରରେ, ଦିନ  ୧୧/୧୭ ପରେ  ଆଗ୍ନେୟରେ

ଶୁଭ କର୍ମ- ବିବାହ  ପାଣିଗ୍ରହଣ, ନାମ କରଣ, ନିଷ୍କ୍ରମଣ, ଅନ୍ନ ପ୍ରାଶନ, ଚୂଡା କରଣ, ବାଣିଜ୍ୟ ଆରମ୍ଭ, ଗୃହାରମ୍ଭ, ନବାନ୍ନ ଭକ୍ଷଣ

ଶୁଭ ବେଳା-    ଅମୃତ ବେଳା- ପ୍ରାତଃରୁ ଦିନ ୭ଟା ୩୨,ଦିନ ୧୦-୪୩ରୁ ୧-୦୬ ସନ୍ଧ୍ୟା ୬/୪୦ରୁ  ୯-୦୫, ରାତି ୭ଟା ୨୯ରୁ ୯ଟା ୫ ରାତି ୧୧-୩୦ରୁ ୨-୪୩

ମାହେନ୍ଦ୍ର ବେଳା-ଶୁଭ-  ଦିନ ୩-୨୯ରୁ ୫-୦୫

ଅଶୁଭ ବେଳା-ଦିନ  ୭ଟା ୩୩ରୁ ୮ଟା ୫୧ ଦିନ ୨-୫୪ରୁ ୩-୨୮

ପୁଷ୍କରଦୋଷ- ଦିନ ୧୦-୧୭ ପରେ ଏକପାଦ

 

Leave A Reply

Your email address will not be published.