ଗୁରୁବାର  ମୀନ ସଂକ୍ରାନ୍ତି, ମୀନ୧ ଦିନ ଚୈତ୍ର ୧୪ ଦିନ

0 59

ଗୁରୁବାର  ମୀନ ସଂକ୍ରାନ୍ତି, ମୀନ୧ ଦିନ ଚୈତ୍ର ୧୪ ଦିନ

ଦିନ- ଗୁରୁବାର , ମୀନ୧ ଦିନ ଚୈତ୍ର ୧୪ ଦିନ

ତାରିଖ- (ଦିନାଙ୍କ)- ମାର୍ଚ୍ଚ ୧୫,୨୦୧୮     ବିକ୍ରମ ସମ୍ବତ          –୨୦୭୪ ଶକ ସମ୍ବତ-୧୯୩୯

ସୂର୍ଯ୍ୟୋଦୟ- ୦୫-୫୮-୫୫୩    ସୂର୍ଯ୍ୟାସ୍ତ-୫-୫୨-୨୩                                      

ତିଥି-  କୃଷ୍ଣ ତ୍ରୟୋଦଶୀ ସନ୍ଧ୍ୟ ୫-୫୨   ନକ୍ଷତ୍ର- ସନ୍ଧ୍ୟା ୫/୪୪ ଧନିଷ୍ଟା ନକ୍ଷତ୍ର କୁମ୍ଭ ଚନ୍ଦ୍ର ଚନ୍ଦ୍ର ଅହୋରାତ୍ର

ଘାତବାର- ତୁଳା ଓ କୁମ୍ଭ ରାଶି      ଘାତଚନ୍ଦ୍ର       – ମିଥୁନ ଓ ମକର ରାଶି ,

ଚନ୍ଦ୍ରଶୁଦ୍ଧି-ମେଷ,ବୃଷ, ସିଂହ,କନ୍ୟା, ବିଛା,ଧନୁ,,କୁମ୍ଭ, ମୀନ ରାଶିର ଚନ୍ଦ୍ରଶୁଦ୍ଧି 

                                                         

ସାମ୍ବତ୍ସରିକ ଶ୍ରାଦ୍ଧ-ତ୍ରୟୋଦଶୀ  ତିଥିର ଏକୋଦିଷ୍ଟ ଓ ପାର୍ବଣ

ଯୋଗୀନି ସ୍ଥିତି-  ଦକ୍ଷିଣରେ   ସନ୍ଧ୍ୟ ୫-୧୨ପରେ ପଶ୍ଚିମରେ ଯାତ୍ରା ନିଷେଧ

ଶୁଭ କର୍ମ- ନାହିଁ

ଶୁଭ ବେଳା-    ଅମୃତ ବେଳା- ପ୍ରାତଃରୁ  ରାତି ୧-୦୫ରୁ ରାତି ୨-୧୯

ମାହେନ୍ଦ୍ର ବେଳା-ଶୁଭ- ପ୍ରତଃରୁ  ଦିନ  ୭-୩୦

ଅଶୁଭ ବେଳା-ଦିନ  ୨ଟା ୫୪ରୁ ୫ଟା ୫୩

 ପୁଷ୍କରଦୋଷ-  ନାହିଁ

Leave A Reply

Your email address will not be published.