ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ପୁରୁଷ ବନ୍ଧୁ ନିକଙ୍କ ବିବାହ ପୂର୍ବ ରୋକା ପର୍ବରେ ନେଲେ ବଡଙ୍କ ଆଶୀର୍ବାଦ

0 64

ମୁମ୍ବାଇ. ପ୍ରିୟଙ୍କା ଚୋପ୍ରା ତାଙ୍କର ପୁରୁଷ ବନ୍ଧୁ ନିକ୍‌ଙ୍କୁ ବିବାହ କରିବାକୁ ଯାଉଛନ୍ତି । ବିବାହ ପୂର୍ବରୁ ଅନୁଷ୍ଠିତ ହେଉଥିବା ରୋକା ରୀତି ବା ବଡଙ୍କ ଠାରୁ ଆଶୀର୍ବାଦ ନେବାର ରୀତିନୀତି ଅନୁଷ୍ଠିତ ହୋଇଯାଇଛି । ମୁମ୍ବାଇରେ ଥିବା ପ୍ରିୟଙ୍କା ଚୋପ୍ରାଙ୍କର ବାସ ଗୃହରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା ।  ଏଥିରେ ପ୍ରିୟଙ୍କାଙ୍କ ବନ୍ଧୁ ବାନ୍ଧବ ସାମିଲ ହୋଇଥିଲେ ।

ପ୍ରିୟଙ୍କାଙ୍କୁ ୩୬ ବର୍ଷ ହୋଇଥିବା ବେଳେ ତାଙ୍କର ପୁରଷ ବନ୍ଧୁ ତଥା ଆମେରିକାର ପ୍ରସିଦ୍ଧ ଗାୟକ ନିକ୍‌ଙ୍କୁ ମାତ୍ର ୨୫ ବର୍ଷ । ଦୁଇଜଣଙ୍କର ପୂର୍ବରୁ ନିର୍ବନ୍ଧ ସରିଛି ।

Leave A Reply

Your email address will not be published.