ପାଞ୍ଜିରେ ଆଜି ମଙ୍ଗଳବାର ,କୁମ୍ଭ ୨୯ ଦିନ ଚୈତ୍ର ୧୨ ଦିନ

0 47

ଦିନ- ମଙ୍ଗଳବାର ,କୁମ୍ଭ ୨୯ ଦିନ ଚୈତ୍ର ୧୨ ଦିନ

ତାରିଖ- (ଦିନାଙ୍କ)- ମାର୍ଚ୍ଚ ୧୩,୨୦୧୮     ବିକ୍ରମ ସମ୍ବତ         –୨୦୭୪ ଶକ ସମ୍ବତ-୧୯୩୯

ସୂର୍ଯ୍ୟୋଦୟ- ୦୬-୦୦-୩୪    ସୂର୍ଯ୍ୟାସ୍ତ-୫-୫୧-୪୮                              

ତିଥି-  କୃଷ୍ଣ ଏକାଦଶୀ ନକ୍ଷତ୍ର-  ଦିନ୧୦/୪୦ଉତ୍ତରଷାଢ଼ା ମକର ଚନ୍ଦ୍ର ଅହୋରାତ୍ର

ଘାତବାର- ମକର ରାଶି      ଘାତଚନ୍ଦ୍ର    -ସିଂହ ରାଶି, ଚନ୍ଦ୍ରଶୁଦ୍ଧି-ମେଷ, କର୍କଟ, ସିଂହ, ତୁଳା, ବିଛା,ମକର,କୁମ୍ଭ, ମୀନ ରାଶିର ଚନ୍ଦ୍ରଶୁଦ୍ଧି         

                                                         

ସାମ୍ବତ୍ସରିକ ଶ୍ରାଦ୍ଧ-ଏକାଦଶୀ ତିଥିର ଏକୋଦ୍ଦିଷ୍ଟ

ଯୋଗୀନି ସ୍ଥିତି-  ଆଗ୍ନେୟରେ ଦିନ ୧/୪୦ ପରେ ନୈଋତ

ଶୁଭ କର୍ମ- ନାହିଁ

 

ଶୁଭ ବେଳା-    ଅମୃତ ବେଳା- ଦିନ ୮ଟା ୧୯ରୁ,ଦିନ ୧୦-୪୨ ୧-୦୬ରୁ ୨/୪୨,୩-୩୦ରୁ୫-୦୫, ଅସ୍ତରୁରାତି ୬ଟା ୪୧ରୁ ୯ଟା ୦୫ ରାତି ୧୧-୩୦, ୧-୫୪ରୁ ୩-୩୦

ମାହେନ୍ଦ୍ର ବେଳା-ଶୁଭ-

ଅଶୁଭ ବେଳା-ଦିନ  ୭ଟା ୩୩ରୁ ୮ଟା ୧୮

ପୁଷ୍କରଦୋଷ- ଦିନ ୧-୪୦ ପରେ ଏକପାଦ

Leave A Reply

Your email address will not be published.