ବୁଧବାର ଜୟା ଦ୍ୱାଦଶୀ, କୁମ୍ଭ ୩୦ ଦିନ ଚୈତ୍ର ୧୩ ଦିନ

0 40

ବୁଧବାର ଜୟା ଦ୍ୱାଦଶୀ, କୁମ୍ଭ ୩୦ ଦିନ ଚୈତ୍ର ୧୩ ଦିନ

ଦିନ- ବୁଧବାର ,କୁମ୍ଭ ୩୦ ଦିନ ଚୈତ୍ର ୧୩ ଦିନ

ତାରିଖ- (ଦିନାଙ୍କ)- ମାର୍ଚ୍ଚ ୧୪,୨୦୧୮     ବିକ୍ରମ ସମ୍ବତ         –୨୦୭୪ ଶକ ସମ୍ବତ-୧୯୩୯

ସୂର୍ଯ୍ୟୋଦୟ- ୦୫-୫୯-୪୪    ସୂର୍ଯ୍ୟାସ୍ତ-୫-୫୨-୦୬                              

ତିଥି-  କୃଷ୍ଣ ଦ୍ୱାଦଶୀ ନକ୍ଷତ୍ର-  ଦିନ ୩/୪ ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର ରାତ୍ରୀ ୪/୪୮

ଘାତବାର- କର୍କଟ ରାଶି      ଘାତଚନ୍ଦ୍ର    -ସିଂହ ରାଶି ଗତ ଦିବସ ରାତ୍ର ୪/୪୮, ଚନ୍ଦ୍ରଶୁଦ୍ଧି-ମେଷ,ବୃଷ, ସିଂହ,କନ୍ୟା, ତୁଳା, ବିଛାଧନୁ,,କୁମ୍ଭ, ମୀନ ରାଶିର ଚନ୍ଦ୍ରଶୁଦ୍ଧି   

                                                         

ସାମ୍ବତ୍ସରିକ ଶ୍ରାଦ୍ଧ-ଦ୍ୱାଦଶୀ ତିଥିର ପାର୍ବଣ

ଯୋଗୀନି ସ୍ଥିତି-  ନୈଋତରେରେ ଦିନ ୩/୪୧ ପରେ ଦକ୍ଷିଣ ଯାତ୍ରା ନିଷେଧ

ଶୁଭ କର୍ମ- ନାହିଁ

 

ଶୁଭ ବେଳା-    ଅମୃତ ବେଳା- ପ୍ରାତଃରୁ  ଦିନ ୭ଟା ୩୧ ମଧ୍ୟେ,ଦିନ ୯-୫୪ରୁ ୧୧-୩୦,୩-୩୦ରୁ୫-୦୫, ଅସ୍ତରୁରାତି ୬ଟା ୪୧ରୁ ୯ଟା ୦୫ ରାତି ୧୧-୩୦, ୧-୫୪ରୁ ୫-୫୪

ମାହେନ୍ଦ୍ର ବେଳା-ଶୁଭ-  ଦିନ ୧ୟ୫୪ରୁ ୩-୨୯ ରାତି ୯-୦୫ରୁ୧୦-୪୧

ଅଶୁଭ ବେଳା-ଦିନ  ୮ଟା ୫୪ରୁ ୯ଟା ୫୩

ପୁଷ୍କରଦୋଷ- ଦିନ ୩-୪୧ ମଧ୍ୟରେ ଏକପାଦ

 

 

ଶୁଭ କର୍ମ- ବିବାହ  ପାଣିଗ୍ରହଣ, ନାମ କରଣ, ନିଷ୍କ୍ରମଣ, ଅନ୍ନ ପ୍ରାଶନ, ଚୂଡା କରଣ, ବାଣିଜ୍ୟ ଆରମ୍ଭ, ଗୃହାରମ୍ଭ, ନବାନ୍ନ ଭକ୍ଷଣ

 

 

Leave A Reply

Your email address will not be published.