୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପର୍ଯ୍ୟଟନ ବିଭାଗ ଓ ଯୋଜନା
ଏବଂ ସଂଯୋଜନ ବିଭାଗର ଖର୍ଚ୍ଚ ଦାବି ଆଗତ କରାଯାଇଛି

104

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପର୍ଯ୍ୟଟନ ବିଭାଗ ଓ ଯୋଜନା
ଏବଂ ସଂଯୋଜନ ବିଭାଗର ଖର୍ଚ୍ଚ ଦାବି ଆଗତ କରାଯାଇଛି । ପର୍ଯ୍ୟଟନ
ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଏବଂ ଯୋଜନା ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର
ଢୋଲକିଆ ନିଜ ନିଜ ବିଭାଗର ଖର୍ଚ୍ଚ ଦାବି ଆଗତ କରିବା ପରେ ଦୀର୍ଘ
ସମୟ ଧରି ଗୃହରେ ଏହା ଉପରେ ସରଗରମ ଆଲୋଚନା କରାଯାଇଛି ।
ଆଲୋଚନାରେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ
ମାଝୀ, ବିଧାୟକ ସର୍ବଶ୍ରୀ ଭୂପେନ୍ଦ୍ର ସିଂ, ସନ୍ତୋଷ ସିଂ ସାଲୁଜା, ମୁକେଶ
ମହାଲିଙ୍ଗ, ଭାସ୍କର ମଡ଼େଇ, ସୁବାଷ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଅଂଶଗ୍ରହଣ
କରିଥିଲେ ।

Comments are closed, but trackbacks and pingbacks are open.