Sign in
Sign in
Recover your password.
A password will be e-mailed to you.
Browsing Category
ଆଶାର ଆଲୋକ
ଚଳିତବର୍ଷ ଫେବୃୟାରୀ ୨୮ ସୁଦ୍ଧା ରାଜ୍ୟରେ ୮ ଲକ୍ଷ ୯୮ ହଜାର ୭୧୭
ବେରୋଜଗାର ଯୁବକ ଯୁବତୀ କର୍ମନିୟୋଜନ କାର୍ଯ୍ୟାଳୟ…
ଚଳିତବର୍ଷ ଫେବୃୟାରୀ ୨୮ ସୁଦ୍ଧା ରାଜ୍ୟରେ ୮ ଲକ୍ଷ ୯୮ ହଜାର ୭୧୭ବେରୋଜଗାର ଯୁବକ ଯୁବତୀ କର୍ମନିୟୋଜନ କାର୍ଯ୍ୟାଳୟ ଗୁଡ଼ିକରେନାମ ପଞ୍ଜିକରଣ କରିଛନ୍ତି ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀପ୍ରୀତିରଂଜନ ଘଡ଼ାଇ ଗୃହରେ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି । ସେକହିଛନ୍ତି ବେରୋଜଗାର!-->…
ମହାଷୌଧି ମାଟି ଭଲ କଲେ ଅନେକ ରୋଗ
ପ୍ରକୃତିର ଏକ ଅନନ୍ୟ ଅବଦାନ ମାଟି। ସୃଷ୍ଟି ସଂରଚନା ପାଇଁ ଏହା ଅପରିହାର୍ୟ୍ୟ ହୋଇଥିବା ବେଳେ ଚିକିତ୍ସା କ୍ଷେତ୍ରରେ ମଧ୍ୟଗୁରୁତ୍ବପୂର୍ଣ୍ଣ। ବିଶେଷକରି ଚର୍ମରୋଗ ଏବଂ ସୌନ୍ଦର୍ୟ୍ୟ ସଂକ୍ରାନ୍ତ ସମସ୍ୟାରେ ଏହା ଉପକାରୀ ହୋଇଥାଏ। ମାଟି ପ୍ରୟୋଗ ଦ୍ବାରା
ବିଭିନ୍ନ ଶାରୀରିକ ସମସ୍ୟା ଦୂର!-->!-->!-->…
ତିନିଘଣ୍ଟା ବନ୍ଦ ହୋଇଯାଇଥିଲା ହୃତ୍ ପିଣ୍ଡ ହେଲେ ଡାକ୍ତରଖାନା କର୍ମଚାରୀ ମିଳିମିଶି ବଞ୍ଚାଇଦେଲେ
ଟରୋଣ୍ଟ - ଡାକ୍ତରଖାନା କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଗୋଟିଏ ତିନି ବର୍ଷର ଶିଶୁ ନୂଆ ଜୀବନ ପାଇଛି । କାନାଡାର ଆଣ୍ଟାରିଓ ପ୍ରଦେଶରେ ଗୋଟିଏ ଶିଶୁ ପାଣିରେ ବୁଡିଯାଇଥିଲା । ୫ ମିନିଟ ପରେ ତାକୁ ଉଦ୍ଧାର କରାଯାଇଥିଲା । ମାତ୍ର ତାହାର ହୃତପିଣ୍ଡ କାମ କରିବା ବନ୍ଦ କରିଦେଇଥିଲା ।
!-->!-->!-->…
ଆମେରିକାକୁ ଚିନ୍ତା ରୁଷ୍ ଗସ୍ତରେ ଯିବେ ଚୀନ୍ ରାଷ୍ଟ୍ରପତି
ନୂଆଦିଲ୍ଲୀ - ଖୁବ ଶୀଘ୍ର ରୁଷ୍ ଗସ୍ତରେ ଚୀନ୍ର ରାଷ୍ଟ୍ରପତି ଯିବେ । ଏବେ ଯୁଦ୍ଧ ବେଳେ ୟୁକ୍ରେନକୁ ଆମେରିକା ସହାୟତା କରୁଥିବା ବେଳେ , ଆମେରକା ବିରୋଧ ରାଷ୍ଟ୍ରମାନେ ଏକାଠି ହେବାରେ ଲାଗିଛନ୍ତି । ଏହାର ସୁଯୋଗ ନେଇ ଚୀନ୍ର ରାଷ୍ଟ୍ରପତି ରୁଷ୍ ସହ ହାତ ମିଳାଇବେ ବୋଲି ଚିନ୍ତା କରିଛନ୍ତି!-->…
ପୃଥିବୀ ପରି ମଙ୍ଗଳ ଗ୍ରହରେ ରହିଛି ଏ ସହୁ ଜିନିଷ ଦେଖନ୍ତୁ ଭିଡିଓ
ପୃଥିବୀ ପରି ମଙ୍ଗଳ ଗ୍ରହରେ ରହିଛି ମରୁଭୂମି, ସୌରମଣ୍ଡଳର ସବୁଠାରୁ ବଡ ପର୍ବତ, ଆଗ୍ନେୟଗିରି ଏହା ଅକ୍ଷ ଚାରିପଟେ ଘୂର୍ଣ୍ଣନ ସମୟ ମଧ୍ୟ ପୃଥିବୀ ସହ ସମାନ ଦେଖନ୍ତୁ ଏହି ଭିଡିଓରେ
https://youtu.be/skNhWRDaW5k
https://youtu.be/skNhWRDaW5k
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ୨୦୨୨ ଡିସେମ୍ବରରେ ୨୫୦,୧୭୧ ଗାଡ଼ି ବିକ୍ରି
ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ସକାରାତ୍ମକ ଢଙ୍ଗରେ ୨୦୨୨ ବର୍ଷକୁ ଶେଷ କରିଛି । କଂପାନି ପକ୍ଷରୁ ୨୦୨୨ ଡିସେମ୍ବର ବିକ୍ରି ତଥ୍ୟକୁ ଘୋଷଣା କରାଯାଇଛି । ଏହି ମାସରେ କଂପାନିର ବିକ୍ରି ୨୫୦,୧୭୧ଟି ଗାଡ଼ି ରହିଛି । ସେଥିରେ ଦେଶ ଭିତରେ କଂପାନି!-->…
Video- ଓଡ଼ିଶାର ଏହିସ୍ଥାନରେ ଥିଲା ତନ୍ତ୍ର ବିଶ୍ୱବିଦ୍ୟାଳୟ ଦେଖନ୍ତୁ ଭିଡିଓ
ପୁରାତନ କାଳରେ ଓଡିଶା ତନ୍ତ୍ର ସାଧନା ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିଲା ଏଠାରେ ଅନେକ ତନ୍ତ୍ରପୀଠ ରହିଥିଲା । ଓଡିଶାର ଯାଜପୁର ବିରଜା, ପୁରୀ ବିମଳା. ତାରାତାରେଣୀ ପୀଠ ମାଙ୍କର ଶକ୍ତି ପୀଠ । ଏହା ସହ ମା ସମଲେଶ୍ୱରୀ ପାଟଣେଶ୍ୱରୀ, କିଂଚିରେ ମା କିଚେକେଶ୍ୱରୀ , କାକଟପୁର!-->…
ଶୁଣିଲେ ଜାଣିବେ ଅତି ଚମତ୍କାର ଭାବେ ଗାଉଛନ୍ତି କୃଷ୍ଣ ଭଜନ
ଶୁଣିଲେ ଜାଣିବେ ଅତି ଚମତ୍କାର ଭାବେ ଗାଉଛନ୍ତି କୃଷ୍ଣ ଭଜନ
https://www.youtube.com/watch?v=jrv1Bvsf4kg
ଶୁଣିଲେ ଜାଣିବେ ଅତି ଚମତ୍କାର ଭାବେ ଗାଉଛନ୍ତି କୃଷ୍ଣ ଭଜନ
ଟାଟା ଷ୍ଟିଲ ଫାଉଣ୍ଡେସନ୍ ଦ୍ୱାରା ପ୍ରୋତ୍ସାହିତ ଗୃହଲକ୍ଷ୍ମୀ ସମବାୟ ସଂସ୍ଥାର ୧୯୫୦ ସଦସ୍ୟତା ହାସଲ
ନରେନ୍ଦ୍ରପୁର, ଡିସେମ୍ବର ୧୫, ୨୦୨୨: ଟାଟା ଷ୍ଟିଲ ଫାଉଣ୍ଡେସନ୍, ମେରାମଣ୍ଡଳୀର ଅନ୍ୟତମ ପ୍ରମୁଖ ଜୀବିକା କାର୍ଯ୍ୟକ୍ରମ ମହିଳା ସଶକ୍ତିକରଣ ଏବଂ ଉଦ୍ୟମିତା ପ୍ରକଳ୍ପ (ଡବ୍ଲୁଇଇ) ଅନ୍ତର୍ଗତ ଗୃହଲକ୍ଷ୍ମୀ ସମବାୟ ସଂସ୍ଥା ପକ୍ଷରୁ ଏହାର ତୃତୀୟ ବାର୍ଷିକ ସାଧାରଣ ସଭା ଢେଙ୍କାନାଳ ଜିଲ୍ଲା!-->…