Browsing Category

ଆଶାର ଆଲୋକ

ଗଗନଯାନରେ ୨୦୨୨ରେ  ମହାକାଶକୁ ଯିବେ ତିନି ଭାରତୀୟ, ୨୦୧୯ ଜାନୁଆରୀ ଚନ୍ଦ୍ରକୁ ଯିବ ଚନ୍ଦ୍ରଯାନ-୨

ପ୍ରଧାନମନ୍ତ୍ରୀଙ୍କ ଉକ୍ତିକୁ ଦୋହରାଇଲେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ୧୦୦୦୦ କୋଟି ଟଙ୍କାର ପ୍ରକଳ୍ପ ଭାରତୀୟ ମହାକାଶ ଗବେଷଣାର ମୋଡ଼ ବଦଳାଇବ ମହାକାଶ ଅଭିଯାନ ସକାଶେ ସକଳ ପ୍ରକାର ଇଞ୍ଜିନିୟରିଂ ଉପକରଣ ପ୍ରସ୍ତୁତ ୨୦୧୯ ଜାନୁଆରୀ ସୁଦ୍ଧା…

୨୦ ବର୍ଷୀୟ ନୀରଜ ଏସୀୟ କ୍ରୀଡାର ଇତିହାସରେ ପ୍ରଥମ ଥର ପାଇଁ ଦେଶ ପାଇଁ ଜାଭେଲିନ୍‌ ଥ୍ରୋରେ ଜିତିଲେ ସ୍ୱର୍ଣ୍ଣ

ଜାକାର୍ତ୍ତା.- ୨୦ ବର୍ଷିୟ ନୀରଜ ଭାରତ ପାଇଁ ଏସୀୟ କ୍ରୀଡାରେ ସ୍ୱର୍ଣ୍ଣପଦକ ଜିତିଛନ୍ତି । ସେ ଜାଭଲିନ୍‌ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।  ଇଣ୍ଡୋନେସିଆରରେ ଜାକାର୍ତ୍ତାରେ ଚାଲିଥିବା ଏସୀୟ କ୍ରୀଡାରେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୮୮.୦୬ ମିଟର ଜାଭେଲିନ୍‌ ଫିଙ୍ଗି ସେ ପ୍ରଥମ…

ବନ୍ୟା ବେଳେ ମନ୍ଦିରର ପ୍ରାଙ୍ଗଣରେ ଇଦ୍‌ ନମାଜ ପାଠ କରିବାକୁ ବ୍ୟବସ୍ଥା କଲେ ମନ୍ଦିର କର୍ତ୍ତୃପକ୍ଷ

କୋଟି.- କେରଳରେ ପ୍ରଳୟଙ୍କରୀ ବନ୍ୟା ଆସିଥିଲା। ଏଥିରେ ଅଧିକାଂଶ ଘର ପାଣିରେ ବୁଡି ରହିଥିଲା । ସାରା ଦେଶ କେରଳର ବନ୍ୟା ପୀଡିତମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲା ।  ଇଦ୍‌-ଅଲ୍‌-ଆଦା ସମୟରେ ବି ଏଠାରେ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ଏକତା ଦେଖିବାକୁ ମିଳିଛି । କେରଳର…

କେରଳ ବନ୍ୟାରେ ମହିଳାଙ୍କ ପାଇଁ ପାହାଚ ହୋଇଥିବା ଉଦ୍ଧାରକାରୀଙ୍କ ଭିଡିଓ ଭାଇରାଲ

ତ୍ରିଭେନ୍ଦ୍ରମ.- କେରଳର ପ୍ରଳୟଙ୍କରୀ ବନ୍ୟାରେ ଅନେକ ସ୍ଥାନରେ ବହୁ ଲୋକ ଫସି ରହିଛନ୍ତି । ଏମାନଙ୍କୁ ଉଦ୍ଧରକରାଯାଇ ବିଭିନ୍ନ ଆଶ୍ରୟସ୍ଥଳକୁ ଆଣାଯାଉଛି ।  କେଉଁଠାରେ ଉଦ୍ଧାରକାରୀମାନେ ଗର୍ଭବତୀ ମହିଳାଙ୍କୁ ହେଲିକାପ୍ଟର ସାହାଯ୍ୟରେ ଉଦ୍ଧାର କରୁଛନ୍ତି ତ କେଉଁଠାରେ ଛୋଟ ପିଲାକୁ ସେନାର ଜବାନ…

ସକାଳୁ ମୋଦି କିପରି ପଥର ଉପରେ କରୁଛନ୍ତି ବ୍ୟାୟାମ ଦେଖନ୍ତୁ, ଭିଡିଓ

ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ୍‌ ଇଣ୍ଡିଆ ପାଇଁ ଆହ୍ୱାନ ଦେଇଛନ୍ତି । ବ୍ୟାୟାମ କଲେ ସମସ୍ତେ ସୁସ୍ଥ ସବଳ ରହିବେ । ଏହା ଦେଶର ପ୍ରଗତି ପାଇଁ ହିତକର । ସେ ଏକ ବଗିଚାରେ ବ୍ୟାୟାମ କରିବା ସହ ଏକ ପଥର ଉପରେ କିଛି ଯୋଗ ଓ ବ୍ୟାୟାମ କରୁଥିବାର ଭିଡିଓ ପୋଷ୍ଟ କରିଛନ୍ତି । ଦେଖନ୍ତୁ…

ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଚମକିଲେ ଝିଅ, ଭାରତର ସଞ୍ଜିତା ଛାନୁ ଜିତିଲେ ସ୍ୱର୍ଣ୍ଣ

ଗୋଲ୍ଡକୋଷ୍ଟ । ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ଚାଲିଥିବା ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଝିଅମାନେ ପୁଣି ଦେଶ ପାଇଁ ସଫଳତା ଆଣିଛନ୍ତି । ମୀରାବାଇ ଛାନୁ ପ୍ରଥମ ସ୍ୱର୍ଣ୍ଣ ଜିତିଥିବା ବେଳେ ସଞ୍ଜିତା ଛାନୁ ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଛନ୍ତି । ମୀରା ବାଇ ୮୪ କିଲୋଗ୍ରାମ ସ୍ନାଚରେ ସ୍ୱର୍ଣ୍ଣ ପଦକ…

ଓଡିଆ ସୁନ୍ଦରୀ କିଙ୍ଗ ଫିସରର କ୍ୟାଲେଣ୍ଡର ଗର୍ଲ

ଭୁବନେଶ୍ୱର(ଓଡିଶାନେକ୍ସଟ୍‌): ଓଡିଶାର ସୁଶ୍ରୀ ଶ୍ରେୟା ମିଶ୍ର କିଙ୍ଗଫିସରରେ କ୍ୟାଲେଣ୍ଡକ ଗର୍ଲ ଭାବରେ ପରିଚିତ। ଏବେ ବଲିଉଡ୍‌ରେ ସୁଶ୍ରୀ ବେଶ୍‌ ସକ୍ରିୟ । ୨୦୧୫ ମସିହାରେ ସେ ମିସ୍‌ ୟୁନାଇଟେଡ କଣ୍ଟିନେଣ୍ଟ ପ୍ରତିଯୋଗିତାରେ ଅଂସ ଗ୍ରହଣ କରିଥିଲେ । ସମ୍ବଲପୁରରେ ୧୯୯୧ ମସିହାରେ ଜନ୍ମ…

ଭଲ କାମ ଯୋଗୁଁ ଉଚ୍ଚ ପ୍ରଶଂସିତ ଜମ୍ମୁ କଶ୍ମୀରରେ ଓଡିଆ ସିଂହମ ପୁଲିସ ଅଧିକାରୀ

ଶ୍ରୀନଗର(ଓଡିଶାନେକ୍ସଟ୍‌)  ଜମ୍ମୁ କଶ୍ମୀରରେ ଏବେ ଜଣେ ଓଡିଆ ଆପିଏସ୍‌ ଅଧିକାରୀ ନିଜର ଭଲକାମ ଯୋଗୁଁ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଏହି ପୁଲିସ ଅଧିକାରୀ ଜଣଙ୍କ ହେଲେ ସେଠାରେ ନୂଆକରି ନିଯୁକ୍ତି ପାଇଥିବା ଆଇଜି(ଟ୍ରାଫିକ) ବସନ୍ତ ରଥ । ଏକ ଗରିବ ପରିବାରରେ ବସନ୍ତ ଜନ୍ମ ହୋଇଥିଲେ । ମାତ୍ର…