Sign in
Sign in
Recover your password.
A password will be e-mailed to you.
Browsing Category
ବାଣିଜ୍ୟ
ଆଇଆଇଏଫ୍ଏଲ୍ ପକ୍ଷରୁ “ସପ୍ନା ଆପ୍କା ଲୋନ୍ ହମାରା’ ଅଭିଯାନର ଶୁଭାରମ୍ଭ
ଭୁବନେଶ୍ୱର: ଅଗ୍ରଣୀ ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ ଅନୁଷ୍ଠାନ ଆଇଆଇଏଫ୍ଏଲ୍ ଫାଇନାନ୍ସ ପକ୍ଷରୁ ଏହାର ସର୍ବଭାରତୀୟ ମାର୍କେଟିଂ ଅଭିଯାନର ଅଂଶ ସ୍ୱରୂପ ଚର୍ଚ୍ଚିତ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ନେଇ ପ୍ରସ୍ତୁତ କରାଯାଇଛି “ସପ୍ନା ଆପ୍କା ଲୋନ୍ ହମାରା’ ଅଭିଯାନ । ଏହି ଅଭିଯାନ ମାଧ୍ୟମରେ!-->…
ଏସ୍ବିଆଇ ପକ୍ଷରୁ ବିଦେଶ ରେମିଟାନ୍ସ ପାଇଁ ଭିମ୍ ଏସ୍ବିଆଇପେ’ର ଶୁଭାରମ୍ଭ
ଭୁବନେଶ୍ୱର: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିନ୍ ଲୁଙ୍ଗ୍ ଭାରତ ଓ ସିଙ୍ଗାପୁର ମଧ୍ୟରେ ବାସ୍ତବ ସମୟ ପେମେଂଟ୍ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ୟୁପିଆଇ ଓ ପେ’ନାଓ ଜରିଆରେ ଏହି ବ୍ୟବସ୍ଥା ସୁଦୃଢ଼ ହୋଇଛି । ଏହି ସୀମାପାର ପେମେଂଟ୍ ବ୍ୟବସ୍ଥାରେ!-->…
ଟିପିଏନ୍ଓଡିଏଲ୍ର ଅନୁଭବ କେନ୍ଦ୍ର ଗ୍ରାମୀଣ ଗ୍ରାହକଙ୍କୁ ଏକକ ସମାଧାନ ପ୍ରଦାନ କରୁଛି
ବାଲେଶ୍ୱର: ସମସ୍ତ ପ୍ରକାର ବିଦ୍ୟୁତ୍ ଯୋଗାଣ ସମ୍ପର୍କିତ ସମସ୍ୟା ପାଇଁ ଏକକ ସମାଧାନ ପ୍ରଦାନ କରିବା ନିମନ୍ତେ ଟିପି ନର୍ଦନ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍ଓଡିଏଲ୍) ପକ୍ଷରୁ ଗ୍ରାମାଚଂଳରେ “ଅନୁଭବ କେନ୍ଦ୍ର’ ସ୍ଥାପନ କରିବା କାର୍ଯ୍ୟ ଜାରି ରହିଛି । ଅନୁଭବ କେନ୍ଦ୍ର!-->…
୨୯୮ ଛାତ୍ରଛାତ୍ରୀଙ୍କୁ ଜ୍ୟୋତି ଫେଲୋସିପ୍ରେ ସମ୍ମାନିତ କରିଛି ଟାଟା ଷ୍ଟିଲ ଫାଉଣ୍ଡେଶନ
ସ୍ଥାନୀୟ ସମୁଦାୟଗୁଡିକର ସଫଳତାକୁ ବର୍ଣ୍ଣନା କରୁଛି ଉଡାନ୍ ୨୦୨୩ ।ବ୍ରହ୍ମପୁର: ଟାଟା ଷ୍ଟିଲ୍ ଫାଉଣ୍ଡେଶନ ପକ୍ଷରୁ ଆଜି ଗୋପାଳପୁରର ବିଜୁ ପଟ୍ଟନାୟକ ଅଡିଟୋରିୟମଠାରେ ସମୁଦାୟ ନିୟୋଜନ କାର୍ଯ୍ୟକ୍ରମ ‘ଉଡାନ୍-୨୦୨୩’ ଶୁଭାରମ୍ଭ କରାଯିବା ସହିତ ୨୯୮ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଜ୍ୟୋତି!-->…
ମହାଷୌଧି ମାଟି ଭଲ କଲେ ଅନେକ ରୋଗ
ପ୍ରକୃତିର ଏକ ଅନନ୍ୟ ଅବଦାନ ମାଟି। ସୃଷ୍ଟି ସଂରଚନା ପାଇଁ ଏହା ଅପରିହାର୍ୟ୍ୟ ହୋଇଥିବା ବେଳେ ଚିକିତ୍ସା କ୍ଷେତ୍ରରେ ମଧ୍ୟଗୁରୁତ୍ବପୂର୍ଣ୍ଣ। ବିଶେଷକରି ଚର୍ମରୋଗ ଏବଂ ସୌନ୍ଦର୍ୟ୍ୟ ସଂକ୍ରାନ୍ତ ସମସ୍ୟାରେ ଏହା ଉପକାରୀ ହୋଇଥାଏ। ମାଟି ପ୍ରୟୋଗ ଦ୍ବାରା
ବିଭିନ୍ନ ଶାରୀରିକ ସମସ୍ୟା ଦୂର!-->!-->!-->…
ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ୟୁପିଆଇ ନେଟ୍ୱର୍କ ଜରିଆରେ ବାସ୍ତବ ସମୟରେ ସୀମାପାର କାରବାର ସମ୍ପାଦନ ସୁବିଧାର ଶୁଭାରମ୍ଭ
ଭୁବନେଶ୍ୱର: ଭାରତର ତୃତୀୟ ସର୍ବବୃହତ ବ୍ୟାଙ୍କ୍ ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ୟୁପିଆଇ ନେଟ୍ୱର୍କରେ ବାସ୍ତବ ସମୟରେ ସୀମାପାର କାରବାର ସମ୍ପାଦନ କରିବା ସୁବିଧାକୁ ସଫଳତାର ସହ ଶୁଭାରମ୍ଭ କରାଯାଇଛି । ଏହା ହେଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆର୍ବିଆଇ) ଓ ମନେଟାରି ଅଥରିଟି ଅଫ୍!-->…
ଫୁଲରଟନ୍ ଇଣ୍ଡିଆ ପକ୍ଷରୁ ‘ପଶୁ ବିକାଶ ଦିବସ’ର ୫ମ ସଂସ୍କରଣ ଆୟୋଜିତ, ଓଡ଼ିଶାରେ ୪୩୦୦ରୁ ଅଧିକ ଗୃହପାଳିତ ପଶୁଙ୍କୁ…
ଏହି ଅଭିଯାନ ହେଉଛି ଦେଶର ସର୍ବବୃହତ ଗୃହପାଳିତ ପଶୁ ଯତ୍ନ ଅଭିଯାନ ଯାହାକୁ ଗୋଟିଏ ଦିନରେ ଏକକାଳୀନ ୫୦୦ରୁ ଅଧିକ ଗ୍ରାମ ପାଇଁ ୩୭୪ଟି ସ୍ଥାନରେ ଆୟୋଜନ କରାଯାଇଥିଲା ଯାହା ଦ୍ୱାରା ୭୧,୪୦୦ରୁ ଅଧିକ ପଶୁ ଓ ୨୦,୪୦୦ରୁ ଅଧିକ ପଶୁପାଳକ ଉପକୃତ ହୋଇଛନ୍ତିଭୁବନେଶ୍ୱର: ଭାରତର ଅଗ୍ରଣୀ!-->…
ଟାଟା ଷ୍ଟିଲ ମାଇନିଙ୍ଗ ପକ୍ଷରୁ ନିଆରା ଖାଦ୍ୟ ଉତ୍ସବ ‘ପ୍ରଜାତୀୟ ଖାଦ୍ୟୋତ୍ସବ’ ଆୟୋଜିତ
-ସୁସ୍ବାଦୁ ଆଦିବାସୀ ପାରମ୍ପରିକ ଖାଦ୍ୟକୁ ପ୍ରୋତ୍ସାହନ-୩୦ରୁ ଉର୍ଦ୍ଧ୍ୱ ଆଞ୍ଚଳିକ ଆଦିବାସୀ ଖାଦ୍ୟ ପ୍ରଦର୍ଶିତସୁକିନ୍ଦା: ପାରମ୍ପରିକ ଆଦିବାସୀ ଖାଦ୍ୟ ତଥା ଆଦିବାସୀ ସଂସ୍କୃତିକୁ ପ୍ରୋତ୍ସାହନ ଦିଗରେ ଆଉ ଏକ ପଦକ୍ଷେପ ନେଇ ଟାଟା ଷ୍ଟିଲ ମାଇନିଙ୍ଗ ଟାଟା ଷ୍ଟିଲ ଫାଉଣ୍ଡେସନର ସହଭାଗିତାରେ!-->…
ରୁଙ୍ଗ୍ଟା ଷ୍ଟିଲ୍ ଟିଏମ୍ଟିର ନୂଆ ଟିଭିସିରେ ସମ୍ପର୍କ ହେଉଛି ସବୁ କିଛି ଉପରେ ଗୁରୁତ୍ୱାରୋପ
ଭୁବନେଶ୍ୱର: ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ଇସ୍ପାତ ନିର୍ମାତା ରୁଙ୍ଗଟା ମାଇନ୍ସ ଲିମିଟେଡ୍ (ଆର୍ଏମ୍ଏଲ୍)ର ରୁଙ୍ଗଟା ଷ୍ଟିଲ୍ ପକ୍ଷରୁ ତୃତୀୟ ଟେଲିଭିଜନ ବିଜ୍ଞାପନକୁ ଉନ୍ମୋଚନ କରାଯାଇଛି ଯେଉଁଥିରେ ବ୍ରାଣ୍ଡ୍ ଓ କଂପାନିର ମୂଳରେ ଦୀର୍ଘସ୍ଥାୟୀ ସମ୍ପର୍କ ରହିଥିବା ବିଷୟରେ ଗୁରୁତ୍ୱାରୋପ!-->…
ଟାଟା ଷ୍ଟିଲ ମାଇନିଂ କର୍ମଚାରୀଙ୍କ ପକ୍ଷରୁ ସ୍ୱତନ୍ତ୍ର ଆବଶ୍ୟକତା ଦରକାର କରୁଥିବା ପିଲାମାନଙ୍କୁ ଥେରାପି ଉପକରଣ…
ଭୁବନେଶ୍ୱର: ଟାଟା ଷ୍ଟିଲ ମାଇନିଂ କର୍ମଚାରୀମାନଙ୍କ ପକ୍ଷରୁ ନିଜର ସାମାଜିକ ପ୍ରତିବଦ୍ଧତା ପୁରଣ କରିବା ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରାଯାଇଛି। ଏକ ଉତ୍ତମ ତଥା ସାମାଜିକ ଦାୟିତ୍ବବାନ ନାଗରିକ ଭାବେ ନିଜର କାର୍ୟ୍ୟ ଜାରି ରଖିବା ସହିତ କମ୍ପାନୀ କର୍ମଚାରୀମାନେ ଭୁବନେଶ୍ୱର ଓଲ୍ଡ ଟାଉନ୍!-->…