Browsing Category

ବଜାର

ସାମସଙ୍ଗ୍‌  ଗାଲାକ୍ସି ଏ-୯ର ଗ୍ଲୋବାଲ ଲଞ୍ଚ୍ , ପଛପଟେ ରହିଛି ୪ଟି କ୍ୟାମେରା

ଭୁବନେଶ୍ୱର : ସାମସଙ୍ଗ ପକ୍ଷରୁ ନୂଆ ଗାଲାକ୍ସି ଏ୯କୁ ମାଲେସିଆର କ୍ୱାଲାଲମପୁର ରେ ଉନ୍ମୋଚନ କରାଯାଇଛି। ବିଶ୍ୱର ପ୍ରଥମ ପଛ କ୍ୱାଡ୍‌ କ୍ୟାମେରା ସହିତ ଏହା ଉନ୍ମୋଚିତ ହୋଇଛି ଓ ଏଥିରେ ଅନେକ ପ୍ରକାର ସର୍ବାଧୁନିକ ବୈଶିଷ୍ଟ୍ୟ ମଧ୍ୟ ରହିଛି। ପ୍ରତିଦିନର ରୋମାଞ୍ଚକୁ ଧରି ରଖିବା ଓ ତାହାକୁ…

ଆଇଆରଡିଏର ଏହି  ନିଷ୍ପତ୍ତି ଯ଼ୋଗୁଁ   ମୋଟରସାଇକେଲ ମୂଲ୍ୟରେ ୨୫୦୦ ଟଙ୍କା ହ୍ରାସ ପାଇବ

ନୂଆଦିଲ୍ଲୀ : ପାର୍ବଣ ଋତୁରେ ବାଇକ ପ୍ରେମୀଙ୍କ ପାଇଁ ଖୁସି ଖବର । କାରଣ ବାଇକ ଦର ପ୍ରାୟ ୨୫୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି ।  ଭାରତୀୟ ବୀମା ନିୟାମକ  ଓ ବିକାଶ ପ୍ରାଧିକରଣ (ଆଇଆରଡିଏ)ର ନୂଆ ସର୍କୁଲାର ଅନୁସାରେ ଏହା ସମ୍ଭବ ହୋଇପାରିଛି । ଆଇଆରଡିଏ ଦ୍ୱାରା…

ମାତ୍ର ୧ ଟଙ୍କାରେ ମିଳିବ ଅନରର ଏହି ୩ଟି ସ୍ମାର୍ଟଫୋନ ! କିପରି ଜାଣନ୍ତୁ 

ନୂଆଦିଲ୍ଲୀ : ଆଗକୁ ଦଶହରା ଅଛି ।  ସ୍ମାର୍ଟଫୋନ କମ୍ପାନି ଅନର ମଧ୍ୟ ଏକ ଆକର୍ଷଣୀୟ ଅଫର ଅନର ଦଶହରା ସେଲ ଘୋଷଣା କରିଛି । ଏହା ଅକ୍ଟୋବର ୧୦ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଚାଲିବ । ଏହି ସେଲ ଅଧିନରେ କମ୍ପାନି ନିଜର ହାଣ୍ଡସେଟଗୁଡିକ  ଉପରେ ଆକର୍ଷଣୀୟ ରିହାତି ଓ ଗିଫ୍ଟ କୁପନ ପ୍ରଦାନ କରୁଛି ।…

ମୋଦି ସରକାରଙ୍କ ମାଷ୍ଟରଷ୍ଟ୍ରୋକ : ବିଜେପିଶାସିତ ରାଜ୍ୟରେ ତେଲ ଦର ୫ ଟଙ୍କା କମିଲା, ବିରୋଧୀ ଦଳଙ୍କ ମୁହଁ ବନ୍ଦ

ନୂଆଦିଲ୍ଲୀ : ଆଗକୁ ଚାରିଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ବଢିଚାଲିଥିବା ତେଲ ଦର କେନ୍ଦ୍ରର ମୋଦି ସରକାରଙ୍କ ଉପରେ ପ୍ରବଳ ଚାପ ରହିଥିଲା । କାରଣ କ୍ରମାଗତ ତେଲଦର ବୃଦ୍ଧି ଯ଼ୋଗୁଁ ଜନଅସନ୍ତୋଷ ବଢିଚାଲିଥିବାବେଳେ ବିରୋଧୀ ଦଳ ସରକାରଙ୍କୁ ନିୟମିତ ଟାର୍ଗେଟ କରିଚାଲିଥିଲେ । କିନ୍ତୁ…

 ମିଶିଯିବେ ଏହି ତିନୋଟି ବଡ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କ

ନୂଆଦିଲ୍ଲୀ:   କେନ୍ଦ୍ର ସରକାର ବ୍ୟାଙ୍କ କ୍ଷେତ୍ରରେ କେତେକ ସଂସ୍କାର ନିୟମ ଅନୁସାରେ ।  ବିଭିନ୍ନ ବ୍ୟାଙ୍କ ମଧ୍ୟରେ ମିଶ୍ରଣ ଏହା ମଧ୍ୟରେ ଅନ୍ୟତମ । । ଅର୍ଥମନ୍ତ୍ରୀ  ଅରୁଣ ଜେଟଲୀ କହିଥିଲେ ଯେ ସରକାରଙ୍କ ଯୋଜନା ହେଉଛି ଦୁଇଟି ସବଳ ବ୍ୟାଙ୍କ ସହିତ ଗୋଟିଏ ଦୁର୍ବଳ ବ୍ୟାଙ୍କକୁ ମିଶାଇବା ।…

ଭାରି ଓ ଆଂଶିକଭାବେ ହାଲୁକା ଆଖୁରସ ଏବଂ ଆଖୁରସରୁ ପ୍ରସ୍ତୁତ ୧୦୦% ଇଥାନଲର ମୂଲ୍ୟ ନିର୍ଦ୍ଧାରଣ/ ସଂଶୋଧନ

ନୂଆଦିଲ୍ଲୀ . -ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଭାରି ଓ ଆଂଶିକଭାବେ ହାଲୁକା ଆଖୁରସ ଏବଂ ଆଖୁରସରୁ ପ୍ରସ୍ତୁତ ୧୦୦% ଇଥାନଲର ମୂଲ୍ୟ ନିର୍ଦ୍ଧାରଣ/ ସଂଶୋଧନ ପ୍ରସ୍ତାବକୁ ସ୍ୱୀକୃତି ପ୍ରଦାନ କରିଛନ୍ତି ।…

ତୈଳ ଏବଂ ଗ୍ୟାସ ଲାଗି ପରିବର୍ଦ୍ଧିତ ରିକଭରୀ ବ୍ୟବସ୍ଥାକୁ ପ୍ରୋତ୍ସାହନ ସଂକ୍ରାନ୍ତ ନୀତିଗତ ଢାଂଚାକୁ  ମଞ୍ଜୁରି

ନୂଆଦିଲ୍ଲୀ .-  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ତୈଳ ଏବଂ ଗ୍ୟାସର ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଲାଗି ବର୍ତ୍ତମାନର ହାଇଡ୍ରୋକାର୍ବନ ଭଣ୍ଡାରରୁ ରିକଭରୀରେ ସୁଧାର ଲାଗି ପରିବର୍ଦ୍ଧିତ ରିକଭରୀ (ଇଆର)/ଉନ୍ନତ ରିକଭରୀ…

ସାରିଡନ୍‌ ସହ ୩୨୮ଟି ଔଷଧ  ଭାରତରେ  ବିକ୍ରି ବନ୍ଦ କଲେ ସରକାର, ପାନ୍‌ଡ୍ରେମ୍‌ ବି ନିଷିଦ୍ଧ

ନୂଆଦିଲ୍ଲୀ . – ପ୍ରସିଦ୍ଧ ପେନ୍‌କିଲର ସାରିଡନ୍‌ ସହ ୩୨୮ଟି ଔଷଧକୁ  ବାରତ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି । କେତକ ଔଷଧର ମିଶ୍ର ବା କମ୍ବିନେସନ୍‌ ଓ ଏପ୍‌ଡିସିକୁ ବି ନିଷେଧ କରାଯାଇଛି । କେତକ ଔଷଧକୁ ଅଲଗା କାମରେ ବ୍ୟବହରା କରାଯାଉଥିବାରୁ ତାହାକୁ ନିଷେଧ କରାଯାଇଛି । ମାତ୍ର ଭିକ୍ସ…

ଇଣ୍ଡସଫୁଡ-୨, ୨୦୧୯ରେ ୬୦୦ ବୈଶ୍ୱିକ କ୍ରେତା ଭାଗନେବେ

ନୂଆଦିଲ୍ଲୀ -- ଭାରତୀୟ ସ୍ରୋତରୁ ଖାଦ୍ୟ ଏବଂ ପାନୀୟ ଆବଶ୍ୟକତାକୁ ପୂରଣ କରିବା ଉଦ୍ଦେଶ୍ୟରେ ଢ଼ାକା ସ୍ଥିତ ଭାରତ-ବାଂଲାଦେଶ ଚ୍ୟାମ୍ବର ଅଫ କମର୍ସ (ଓଈଉଉଓ) ଇଣ୍ଡସଫୁଡ-୨, ୨୦୧୯ରେ ଖାଦ୍ୟ ଏବଂ ପେୟ କ୍ଷେତ୍ରରେ କ୍ରେତାମାନଙ୍କ ବିଶାଳ ସମୂହ ସହିତ ଭାଗନେବେ । ଭାରତ ବ୍ୟବସାୟିକ ସମ୍ବର୍ଦ୍ଧନ…

ତୁର୍କୀଠାରେ ୮୭ତମ ଇଜମିର ଆନ୍ତର୍ଜାତିକ ଟ୍ରେଡ ସୋ’ରେ ‘ସୋର୍ସ ଇଣ୍ଡିଆ’

ଭାରତ ତୁର୍କୀରେ ୨୦୧୮ ସେପ୍ଟେମ୍ବର ୭ରେ ଆରମ୍ଭ ହେଉଥିବା ୮୭ତମ ଇଜମିର ଆନ୍ତଃରାଷ୍ଟ୍ରୀୟ ବାଣିଜ୍ୟ ମେଳାରେ ଏକ ଅଂଶୀଦାର ଦେଶ । ଏହି ବ୍ୟବସାୟିକ ମେଳାରେ ଭାରତ ଏକ ବଡ ବାଣିଜ୍ୟିକ ପ୍ୟାଭିଲିଅନ ‘ସୋର୍ସ ଇଣ୍ଡିଆ’ର ଶୁଭାରମ୍ଭ କରିବ ଯାହା ଜରିଆରେ ଭାରତର ୭୫ଟି କମ୍ପାନୀ ତୁର୍କୀ ଏବଂ ଅନ୍ୟ…