Browsing Category

ଲାଇଫଷ୍ଟାଇଲ

କ୍ରୋମା ପକ୍ଷରୁ ପଟିଆରେ ନୂଆ ଷ୍ଟୋର୍ ଶୁଭାରମ୍ଭ ସହ ଭୁବନେଶ୍ୱରରେ ସମ୍ପ୍ରସାରଣ

ଭୁବନେଶ୍ୱର: ଟାଟା ଗ୍ରୁପ୍‌ର ସଂସ୍ଥା ତଥା ଭାରତର ପ୍ରଥମ ଓ ବିଶ୍ୱାସନୀୟ ଓମ୍‌ନି-ଚ୍ୟାନେଲ୍ ଇଲେକ୍ଟ୍ରୋନିକ୍ସ ରିଟେଲର୍ କ୍ରୋମା ପକ୍ଷରୁ ଭୁବନେଶ୍ୱରର ଆବାସିକ ଏବଂ କର୍ପୋରେଟ୍ ଅଂଚଳ ଭାବେ ଜଣାଶୁଣା ପଟିଆରେ ନୂଆ ଷ୍ଟୋର୍ ଖୋଲାଯାଇଛି । ପଟିଆର କାନନ ବିହାର ସ୍ଥିତ ଗାୟତ୍ରୀ ବିହାରର ବିଗ୍

ଆଲ୍‌କେମିକ୍ ସୋନିକ୍ ଏନ୍‌ଭାର୍ଣ୍ଣମେଂଟ୍‌ର ପ୍ରତିଷ୍ଠାତା ସତ୍ୟା ହିନ୍ଦୁଜାଙ୍କ ପକ୍ଷରୁ ସ୍ୱର ଜରିଆରେ ମାନସିକ…

ଭୁବନେଶ୍ୱର: ଆଲ୍‌କେମିକ୍ ସୋନିକ୍ ଏନଭାର୍ଣ୍ଣମେଂଟ୍ (ଏଏସ୍‌ଇ)ର ପ୍ରତିଷ୍ଠାତା ସତ୍ୟା ହିନ୍ଦୁଜାଙ୍କ ପକ୍ଷରୁ ସ୍ୱରକୁ ବ୍ୟବହାର କରି ମାନସିକ ସ୍ୱାଧୀନତା ଏବଂ ସ୍ୱାସ୍ଥ୍ୟ ଲାଗି ପଥ ପ୍ରଦର୍ଶନ କରିବା ନିମନ୍ତେ ଏକ ଆଲୋଚନା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସେଂଟର ଫର ନ୍ୟୁରୋଆକୋଷ୍ଟିକ୍

କୋଣାର୍କରେ ଦେଶର ଦ୍ୱିତୀୟ ସହର
ଭାବେ ପ୍ରସ୍ତାବିତ ସୌରଶକ୍ତି ପ୍ରକଳ୍ପ କାର୍ଯ୍ୟକାରୀ

ବିଶ୍ୱ ଐତିହ୍ୟ ପର୍ଯ୍ୟଟନସ୍ଥଳୀ କୋଣାର୍କରେ ଦେଶର ଦ୍ୱିତୀୟ ସହରଭାବେ ପ୍ରସ୍ତାବିତ ସୌରଶକ୍ତି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହି ପ୍ରକଳ୍ପକାର୍ଯ୍ୟକାରୀ ହେବା ଦ୍ୱାରା କୋଣାର୍କ ସୂର୍ଯ୍ୟ ମନ୍ଦିର ସମେତ ଆଖପାଖ ଅଞ୍ଚଳସୌରଶକ୍ତି ଆଲୋକ ଦ୍ୱାରା ଆଲୋକିତ ହେବ । ଓପିଟିସିଏଲ୍‍ ୧୦ମେଗାୱାଟ୍‍

ମଙ୍ଗଳବାରଦିନ କେତୁଗ୍ରସ୍ତ ସୂର୍ଯ୍ୟୋପରାଗ ପଡୁଥିବାରୁ ଶ୍ରୀମନ୍ଦିରରେ ସୋମବାରରେ ଦୀପାବଳି ପାଳନ ଅମାବାସ୍ୟା ନୀତି

ପୁରୀ ଶ୍ରୀମନ୍ଦିରରେ ଆସନ୍ତା କାଲି ଦୀପାବଳି ଅମାବାସ୍ୟା ନୀତି ପାଳନ କରାଯିବ । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟାଶ୍ରାଦ୍ଧ, କାଉଁରିଆ କାଠି ପ୍ରଜ୍ଜ୍ୱଳନ ଏବଂ କାଳୀପୂଜା ଓ ଦୀପଦାନ କରାଯିବ । ମଙ୍ଗଳବାର ଦିନ କେତୁଗ୍ରସ୍ତ ସୂର‌୍ୟ୍ୟୋପରାଗ ପଡୁଥିବାରୁ ଶ୍ରୀମନ୍ଦିରରେ ଆସନ୍ତାକାଲି ଏହି ନୀତି

ବେଆଇନ ହୁକ ପକାଇବାରେ ଭୟଙ୍କର ବିପଦ

ଭୁବନେଶ୍ୱର: ବେଆଇନ ଭାବେ ହୁକ ଜରିଆରେ ବିଦ୍ୟୁତ୍ ସଂଯୋଗ ଯୋଗୁଁ ମହାକାଳପଡ଼ାର ବିଜୟନଗର ଗ୍ରାମରେ ତିନି ମଇଁଷିର ମୃତ୍ୟୁ ଘଟିଛି । ସେହି ଗ୍ରାମର ବାସିନ୍ଦା ସଞ୍ଜୟ ଦାଶ ବାଉଁଶରେ ତିଆରି ଅସ୍ଥାୟୀ ଖୁଂଟ ଏବଂ ବେଆଇନ ହୁକ ଜରିଆରେ ବିଦ୍ୟୁତ୍ ସଂଯୋଗ ନେଇଥିଲେ । ଗତକାଲି ଯେତେବେଳେ ଗ୍ରାମର

ଖାଇବା ତେଲ ଦର ଗତବର୍ଷ ଅପେକ୍ଷା ସେପ୍ଟେମ୍ବର ମାସରେ ହ୍ରାସ ପାଇଛି

ଦେଶରେ ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିଶେଷ କରି ଖାଇବା ତେଲ ଦର ଗତବର୍ଷ ଅପେକ୍ଷା ସେପ୍ଟେମ୍ବର ମାସରେ ହ୍ରାସ ପାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଅନ୍ତଃରାଷ୍ଟ୍ରୀୟ ବଜାରରେ ଖାଇବା ତେଲ ଦର ମଧ୍ୟ ହ୍ରାସ ପାଇଛି । କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରଣାଳୟ

ପାରମ୍ପରିକ ସାରରେ ୬ ଗୁଣ ଅଧିକ ଲାଭ କଲେ କାରଗିଲ୍‌ର ଚାଷୀ

ଲଦାଖରେ କାଗ୍ରିଲ୍‍ର କୃଷକମାନେ ପାରମ୍ପରିକ ଚାଷ ପରିବର୍ତ୍ତେ ଅର୍ଥକରି ଫସଲର ଚାଷ ଆଡ଼କୁ ଅଗ୍ରସର ହେଉଛନ୍ତି । ଏହା ସେମାନଙ୍କର ସ୍ଥାୟୀ ବିକାଶ ଓ ଅର୍ଥନୈତିକ ଉନ୍ନତି ଦିଗରେ ସହାୟକ ହେଉଛି । ସାମାର୍‍ ପାସ୍କୁମ୍‍ର ସବିର୍‍ ହୁସେନ୍‍ ଫୟାଜ୍‍ ୧୨୦୦ ବର୍ଗ ଫୁଟ ଜମିରୁ ୩୦ହଜାରରୁ ଅଧିକ ଅର୍ଥ

ପ୍ରବଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିରେ ଆଜି
ଶ୍ରୀକ୍ଷେତ୍ରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ

ପ୍ରବଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିରେ ଆଜି ଶ୍ରୀକ୍ଷେତ୍ରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳିତ ହେଉଛି । ଏହି ଅବସରରେ ପୁରୀ ସହରରେ ଥିବା ବିଭିନ୍ନ ମଠବାଡି ସମେତ ଶ୍ରୀମନ୍ଦିରରେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ପ୍ରତ୍ୟୁଷରୁ ବହୁ ସଂଖ୍ୟକ

ଓଡ଼ିଶାରେ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ ଆରମ୍ଭ

ଗଣଶିକ୍ଷା ବିଭାଗ ଅଧିନସ୍ଥ ବିଭିନ୍ନ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ୨ ନାମଲେଖା ପାଇଁ ଗତକାଲିଠାରୁ ଆବେଦନ ଆରମ୍ଭ ହୋଇଛି । ସାମ୍‍ସ ପୋର୍ଟାଲ ଜରିଆରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ଏହି ପ୍ରକ୍ରିୟା ଅଗଷ୍ଟ ୧୦ତାରିଖ ଯାଏଁ ଜାରି ରହିବ । ସୂଚନା ଅନୁସାରେ ପ୍ରଥମ ଦିନରେ ରାତି