Sign in
Sign in
Recover your password.
A password will be e-mailed to you.
Browsing Category
ଖବର
କଲ୍ୟାଣ ଜୁଏଲର୍ସ ପକ୍ଷରୁ ଓଡ଼ିଶାର ବ୍ରହ୍ମପୁରରେ ନୂଆ ସୋ’ରୁମ୍ର ଶୁଭାରମ୍ଭ
• ବ୍ରହ୍ମପୁରର ସିଟି ହାଇସ୍କୁଲ୍ ରୋଡ୍ରେ ନୂଆ ସୋ’ରୁମ୍ ସହ ଏହି ଅଂଚଳରେ ସପ୍ତମ ବାର୍ଷିକୀ ପାଳନ• ଉକ୍ରୃଷ୍ଟ ଗହଣା ଡିଜାଇନ୍ ସହ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ଉତ୍ସବ ଭାବର ପାଳନଭୁବନେଶ୍ୱର: ଭାରତର ସର୍ବବୃହତ ଗହଣା କଂପାନି କଲ୍ୟାଣ ଜୁଏଲର୍ସ ପକ୍ଷରୁ ଓଡ଼ିଶାର!-->!-->!-->…
ପାକିସ୍ତାନରେ ଥିବା ସନ୍ତ୍ରାସବାଦୀମାନଙ୍କୁ ଗୁପ୍ତ ସୂଚନା ଯୋଗାଉଥିଲେ ମୌଲବୀ – ଗିରଫ୍ କରିଛି ପୁଲିସ୍
ଜାମ୍ମୁ କାଶ୍ମୀର ପୁଲିସ୍ କିସ୍ତୱାଡା ଜିଲ୍ଲାରେ ଜଣେ ମୌଲବୀଙ୍କୁ ଗିରଫ୍ କରିଛି । ସେହି ମୌଲବୀ ନିରାପତ୍ତା ବାହିନୀ ଯବାନମାନଙ୍କ ସମ୍ବନ୍ଧରେ ସମ୍ବେଦନଶୀଳ ତଥ୍ୟମାନ ‘କାଶ୍ମୀର ଜାଁବାଜ୍ ଫୋର୍ସ୍’ - କେ.ଜେ.ଏଫ୍. ନାମକ ଏକ ସନ୍ତ୍ରାସବାଦୀ ସଂଗଠନକୁ ଯୋଗାଉଥିଲେ । ଆମ!-->!-->!-->…
ସମୁଦ୍ର ଉପକୂଳବର୍ତ୍ତୀ ରାଜ୍ୟ ଗୁଡ଼ିକର ବିକାଶ ପାଇଁ ଅନେକ ଯୋଜନା ଲାଗୁ
ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ନେତୃତ୍ୱରେ ଗତ ୮ ବର୍ଷ ମଧ୍ୟରେ ଜୋନାଲ୍ ପରିଷଦଗୁଡ଼ିକରେ ଅନେକ ପରିବର୍ତ୍ତନ ଅଣାଯାଇଛି । ଜୋନାଲ୍ ପରିଷଦଗୁଡ଼ିକଦ୍ୱାରା ହୋଇଥିବା ବୈଠକ ଗୁଡ଼ିକର ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ଘଟିଛି ।ସେ କହିଛନ୍ତି, ଶ୍ରୀ!-->…
ଆସନ୍ତାକାଲି ଓ ୨୦ ତାରିଖରେ ବିଭିନ୍ନ ଜିଲ୍ଲାରେ ପ୍ରବଳ
ବର୍ଷା
ଉତ୍ତର ବଙ୍ଗୋପସାଗରରେ ଆସନ୍ତାକାଲି ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ । ଆସନ୍ତାକାଲି ଓ ୨୦ ତାରିଖରେ ବିଭିନ୍ନ ଜିଲ୍ଲାରେ ପ୍ରବଳ!-->…
୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଯୁକ୍ତ ୨ରେ ନାମଲେଖା ଆରମ୍ଭ
୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଯୁକ୍ତ ୨ରେ ନାମଲେଖା ପାଇଁ କଟ୍ଅଫ୍ ମାର୍କ ତାଲିକା ପ୍ରକାଶ ପାଇଛି । ଆସନ୍ତାକାଲିଠାରୁ ପ୍ରଥମ ପର୍ଯ୍ୟାୟ ନାମଲେଖା ଆରମ୍ଭ ହେବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀମାନେ samsodisha.gov.inକୁ ଯାଇ!-->…
ପୁରୀ ଜିଲ୍ଲାରେ ମକରା, ରାଜୁଆ ଓ କୁଶଭଦ୍ରା ନଦୀର ତିନୋଟି ସ୍ଥାନରେ
ଘାଇ
ପୁରୀ ଜିଲ୍ଲାରେ ମକରା, ରାଜୁଆ ଓ କୁଶଭଦ୍ରା ନଦୀର ତିନୋଟି ସ୍ଥାନରେ ଘାଇ ସୃଷ୍ଟି ହେବା ଫଳରେ ବନ୍ୟା ସ୍ଥିତି ସଙ୍ଗିନ ହେବାରେ ଲାଗିଛି । କଣାସ, ଡେଲାଙ୍ଗ, ପିପିଲି, ନିମାପଡା, ଗୋପ ଓ ପୁରୀ ସଦର ବ୍ଲକର ଲକ୍ଷାଧିକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ୩୮ଟି ପଞ୍ଚାୟତର ୧୩୮ଟି ଗ୍ରାମ ଜଳବନ୍ଦୀ!-->…
୧୩ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ଭୁବନେଶ୍ୱର
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ…
ପଶ୍ଚିମ ମ୍ୟାଁମାର ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ପୂର୍ବାହ୍ନ ସୁଦ୍ଧା ଏକ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ୧୩ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।!-->…
ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ସ୍ଥିତି ଯାଞ୍ଚ୍ କରିବା ପାଇଁ ଭାରତୀୟ
ପ୍ରତ୍ନତତ୍ତ୍ୱ ବିଭାଗ ଏକ ଚିଠି
ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ସ୍ଥିତି ଯାଞ୍ଚ୍ କରିବା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଏକ ଚିଠି ରାଜ୍ୟ ଆଇନ୍ ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନକୁ ଦେଇଥିବା ନେଇ ସୂଚନା ମିଳିବା ପରେ ଏ ସଂପର୍କରେ ପ୍ରତିକ୍ରିୟା ରଖିଛନ୍ତି ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକା । ଏହି ଚିଠି ରାଜ୍ୟ!-->…