Browsing Category

ଓଡିଶା

ଓଡ଼ିଶାରେ ଏଫ୍‌ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ସମୟରେ କଳିଙ୍ଗ ଷ୍ଟାଡିୟମ୍‌କୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ…

ଭୁବନେଶ୍ୱର: ଭାରତର ସର୍ବବୃହତ ସମନ୍ୱିତ ବିଦ୍ୟୁତ୍ କଂପାନି ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଆନ୍ତର୍ଜାତିକ ସ୍ତରର କ୍ରୀଡ଼ା କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ

ଟାଟା ଷ୍ଟିଲ୍ ମେରାମଣ୍ଡଳୀ କାରଖାନାରେ ଢେଙ୍କାନାଳକୁ ଏଫ୍‌ଆଇଏଚ୍ ପୁରୁଷ ବିଶ୍ୱକପ୍ ୨୦୨୩ ହକି ଟ୍ରଫିର ଭବ୍ୟ ସ୍ୱାଗତ

ମେରାମଣ୍ଡଳୀ: ଏଫ୍‌ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ୨୦୨୩ ଢେଙ୍କାନାଳ ଜିଲ୍ଲାରେ ପ୍ରବେଶ କରିଥିବା ବେଳେ ଆଜି ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍‌ଏମ୍‌) ଫାଟକରେ ତାହାକୁ ଭବ୍ୟ ସ୍ୱାଗତ କରାଯାଇଛି ।ଓଡ଼ାପଡ଼ା ବ୍ଲକ୍‌ର କଂଟାବଣିଆସ୍ଥିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ କାରଖାନା ଫାଟକରେ ଆୟୋଜିତ ଏକ

ଏନ୍‌ଟିପିସି ପକ୍ଷରୁ ପିଏନ୍‌ଜି ନେଟ୍‌ୱର୍କରେ ଭାରତର ପ୍ରଥମ ଗ୍ରିନ୍ ହାଇଡ୍ରୋଜେନ ମିଶ୍ରଣ ପରିଚାଳନାର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ସର୍ବବୃହତ ବିଦ୍ୟୁତ ଉତ୍ପାଦନକାରୀ ଏନ୍‌ଟିପିସି ଲିମିଟେଡ୍ ପକ୍ଷରୁ ଭାରତର ପ୍ରଥମ ଗ୍ରିନ୍ ହାଇଡ୍ରୋଜେନ୍ ବ୍ଲେଣ୍ଡିଂ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ଗୁଜରାଟର ସୁରଟରେ ଥିବା ଏନ୍‌ଟିପିସି କବାସ୍ ଟାଉନ୍‌ସିପ୍‌ର ପାଇପ୍‌ଡ ନାଚୁରାଲ୍ ଗ୍ୟାସ୍ (ପିଏନ୍‌ଜି) ନେଟ୍‌ୱର୍କରେ

ଆଦାନି ସିମେଂଟ୍ ପକ୍ଷରୁ ପଶ୍ଚିମବଙ୍ଗ, ଓଡ଼ିଶା ଓ ବିହାରରେ ଉନ୍ନତ ଗ୍ରିନ୍ କଙ୍କ୍ରିଟ୍ ସମାଧାନ “ଏସିସି ଇକୋମ୍ୟାକ୍ସ”ର…

ଭୁବନେଶ୍ୱର: ଆଦାନି ଗ୍ରୁପ୍‌ର ଅଂଶ ତଥା ଆଦାନି ସିମେଂଟ୍‌ର ସିମେଂଟ୍ ଓ କୋଠା ଉପକରଣ କଂପାନି ଏସିସି ଲିିମିଟେଡ୍ ପକ୍ଷରୁ ପଶ୍ଚିମବଙ୍ଗ, ବିହାର ଓ ଓଡ଼ିଶା ବଜାରରେ ଉନ୍ନତ ଗ୍ରିନ୍ କଙ୍କ୍ରିଟ୍ ସମାଧାନ “ଏସିସି ଇକୋମ୍ୟାକ୍ସ’ର ଶୁଭାରମ୍ଭ କରାଯାଇଛି । ଏହା ହେଉଛି ଗ୍ରିନ୍ କଙ୍କ୍ରିଟ୍ ସମାଧାନର

ପିପରଫ୍ରାଏ ପକ୍ଷରୁ ଓଡ଼ିଶାର କଟକରେ ଏହାର ନୂତନ ଷ୍ଟୁଡିଓର ଶୁଭାରମ୍ଭ

ପୂର୍ବ ଭାରତରେ ଏହାର ଓମ୍‌ନିଚ୍ୟାନେଲ୍ ଉପସ୍ଥିତିକୁ ସୁଦୃଢ଼ କରିଛି ଭୁବନେଶ୍ୱର: ଅଗ୍ରଣୀ ଇ-କମର୍ସ ଆସବାବପତ୍ର ଓ ଗୃହୋପକରଣ ସାମଗ୍ରୀ କଂପାନି ପିପରଫ୍ରାଏ ପକ୍ଷରୁ ଓଡ଼ିଶାର କଟକରେ ଏହାର ପ୍ରଥମ ଷ୍ଟୁଡିଓ ଶୁଭାରମ୍ଭ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଭାରତରେ ହୋମ୍ ଓ ଲିଭିଂ

ଟିପିଏସ୍‌ଓଡିଏଲ୍ ପକ୍ଷରୁ ଜୟପୁରରେ “ଗ୍ରାହକ ସମ୍ପର୍କ କେନ୍ଦ୍ର’ ଉଦ୍‌ଘାଟିତ

ବ୍ର୍ରହ୍ମପୁର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ଜୟପୁରରେ ଏକ ଗ୍ରାହକ ସମ୍ପର୍କ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌ର ମୁଖ୍ୟ

ଗ୍ରାମୀଣ ଓଡ଼ିଶାରେ ନିରନ୍ତର ଜୀବନଜୀବିକା ସୁଯୋଗ ସୃଷ୍ଟି କରୁଛି ଡିସିବି ବ୍ୟାଙ୍କ

ଭୁବନେଶ୍ୱର: ଗ୍ରାମୀଣ ଓଡ଼ିଶାରେ ଲୋକମାନଙ୍କ ପାଇଁ ନିରନ୍ତର ଜୀବନଜୀବିକା ସୃଷ୍ଟି କରିବା ଦିଗରେ ଡିସିବି ବ୍ୟାଙ୍କ କାର୍ଯ୍ୟ କରୁଛି । ଓଡ଼ିଶାର କଟକ ଜିଲ୍ଲାର ବାଙ୍କି ବ୍ଲକ୍‌ର ଗ୍ରାମାଂଚଳରେ ଭୂତଳ ଜଳ ଉପଲବ୍ଧତାରେ ଉନ୍ନତି ଆଣିବା ଉପରେ ବ୍ୟାଙ୍କ ଗୁରୁତ୍ୱାରୋପ କରଛି । ଏହି ଅଭିଯାନରେ ଗତ

କ୍ରୋମା ପକ୍ଷରୁ ପଟିଆରେ ନୂଆ ଷ୍ଟୋର୍ ଶୁଭାରମ୍ଭ ସହ ଭୁବନେଶ୍ୱରରେ ସମ୍ପ୍ରସାରଣ

ଭୁବନେଶ୍ୱର: ଟାଟା ଗ୍ରୁପ୍‌ର ସଂସ୍ଥା ତଥା ଭାରତର ପ୍ରଥମ ଓ ବିଶ୍ୱାସନୀୟ ଓମ୍‌ନି-ଚ୍ୟାନେଲ୍ ଇଲେକ୍ଟ୍ରୋନିକ୍ସ ରିଟେଲର୍ କ୍ରୋମା ପକ୍ଷରୁ ଭୁବନେଶ୍ୱରର ଆବାସିକ ଏବଂ କର୍ପୋରେଟ୍ ଅଂଚଳ ଭାବେ ଜଣାଶୁଣା ପଟିଆରେ ନୂଆ ଷ୍ଟୋର୍ ଖୋଲାଯାଇଛି । ପଟିଆର କାନନ ବିହାର ସ୍ଥିତ ଗାୟତ୍ରୀ ବିହାରର ବିଗ୍

ଆଇସିଏଲ ଫିନକର୍ପ ପକ୍ଷରୁ ଓଡ଼ିଶାରେ ୧୩ଟି ତୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର: ଭାରତରେ ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଏନବିଏଫସି, ଆଇସିଏଲ ଫିନକର୍ପ ବର୍ତମାନ ଓଡ଼ିଶାରେ ୧୩ଟି ନୂତନ ଶାଖାର ଶୁଭାରମ୍ଭ କରିଛି । ଏହା ସହିତ ରାଜ୍ୟରେ ଏହାର ମୋଟ ଶାଖା ସଂଖ୍ୟା ୩୫ରେ ପହଂଚିଛି । ଗତ ଅଗଷ୍ଟରେ ଆଇସିଏଲ ଫିନକର୍ପ ଓଡ଼ିଶାରେ ଏହାର ପ୍ରବେଶର ପ୍ରଥମ