Sign in
Sign in
Recover your password.
A password will be e-mailed to you.
Browsing Category
ସତ-ମିଛ
ହୋଲିର ଦୁ୍ଇ ଦିନ ପରେ ଭୁବନେଶ୍ୱର ତମାଣ୍ଡୋରେ ପାଳିତ ହୁଏ ହୋଲି ପର୍ବ
ହୋଲିର ଦୁ୍ଇ ଦିନ ପରେ ଭୁବନେଶ୍ୱର ତମାଣ୍ଡୋରେ ପାଳିତ ହୁଏ ହୋଲି ପର୍ବ । କାହିଁକେତେ କାଳରୁ ଚାଲି ଆସୁଛି ଏହି ପରମ୍ପରା । ଦୋଳ ପୂଜାରେ ହେଉଥିବା ବ୍ରିଭାଟକୁଏଡାଇବା ପାଇଁ , ଏହି ପ୍ରଥାରେ ପରିବର୍ତନ କରାଯାଇଥିଲା । ତେଣୁ ହୋଲିର ୨ଦିନ ପରେସେମାନେ ବେଶ ନିଆରା ଭାବରେ ହୋଲି ପର୍ବ ପାଳନ!-->…
ତିନିଘଣ୍ଟା ବନ୍ଦ ହୋଇଯାଇଥିଲା ହୃତ୍ ପିଣ୍ଡ ହେଲେ ଡାକ୍ତରଖାନା କର୍ମଚାରୀ ମିଳିମିଶି ବଞ୍ଚାଇଦେଲେ
ଟରୋଣ୍ଟ - ଡାକ୍ତରଖାନା କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଗୋଟିଏ ତିନି ବର୍ଷର ଶିଶୁ ନୂଆ ଜୀବନ ପାଇଛି । କାନାଡାର ଆଣ୍ଟାରିଓ ପ୍ରଦେଶରେ ଗୋଟିଏ ଶିଶୁ ପାଣିରେ ବୁଡିଯାଇଥିଲା । ୫ ମିନିଟ ପରେ ତାକୁ ଉଦ୍ଧାର କରାଯାଇଥିଲା । ମାତ୍ର ତାହାର ହୃତପିଣ୍ଡ କାମ କରିବା ବନ୍ଦ କରିଦେଇଥିଲା ।
!-->!-->!-->…
ପୃଥିବୀ ପରି ମଙ୍ଗଳ ଗ୍ରହରେ ରହିଛି ଏ ସହୁ ଜିନିଷ ଦେଖନ୍ତୁ ଭିଡିଓ
ପୃଥିବୀ ପରି ମଙ୍ଗଳ ଗ୍ରହରେ ରହିଛି ମରୁଭୂମି, ସୌରମଣ୍ଡଳର ସବୁଠାରୁ ବଡ ପର୍ବତ, ଆଗ୍ନେୟଗିରି ଏହା ଅକ୍ଷ ଚାରିପଟେ ଘୂର୍ଣ୍ଣନ ସମୟ ମଧ୍ୟ ପୃଥିବୀ ସହ ସମାନ ଦେଖନ୍ତୁ ଏହି ଭିଡିଓରେ
https://youtu.be/skNhWRDaW5k
https://youtu.be/skNhWRDaW5k
ହୋନାସା କଂଜ୍ୟୁମର ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍ଏଚ୍ପି ଦାଖଲ
ଭୁବନେଶ୍ୱର: ଲୋକପ୍ରିୟ ମାମାଆର୍ଥ ବ୍ରାଣ୍ଡ୍ର ମାଲିକାନା ରଖିଥିବା ସଂସ୍ଥା ହୋନାସା କଂଜ୍ୟୁମର ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍ପେକ୍ଟସ୍ (ଡିଆର୍ଏଚ୍ପି) ଦାଖଲ କରାଯାଇଛି । ହୋନାସା କଂଜ୍ୟୁମର ଲିମିଟେଡ୍ ହେଉଛି!-->…
Video- ଓଡ଼ିଶାର ଏହିସ୍ଥାନରେ ଥିଲା ତନ୍ତ୍ର ବିଶ୍ୱବିଦ୍ୟାଳୟ ଦେଖନ୍ତୁ ଭିଡିଓ
ପୁରାତନ କାଳରେ ଓଡିଶା ତନ୍ତ୍ର ସାଧନା ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିଲା ଏଠାରେ ଅନେକ ତନ୍ତ୍ରପୀଠ ରହିଥିଲା । ଓଡିଶାର ଯାଜପୁର ବିରଜା, ପୁରୀ ବିମଳା. ତାରାତାରେଣୀ ପୀଠ ମାଙ୍କର ଶକ୍ତି ପୀଠ । ଏହା ସହ ମା ସମଲେଶ୍ୱରୀ ପାଟଣେଶ୍ୱରୀ, କିଂଚିରେ ମା କିଚେକେଶ୍ୱରୀ , କାକଟପୁର!-->…
ଶୁଣିଲେ ଜାଣିବେ ଅତି ଚମତ୍କାର ଭାବେ ଗାଉଛନ୍ତି କୃଷ୍ଣ ଭଜନ
ଶୁଣିଲେ ଜାଣିବେ ଅତି ଚମତ୍କାର ଭାବେ ଗାଉଛନ୍ତି କୃଷ୍ଣ ଭଜନ
https://www.youtube.com/watch?v=jrv1Bvsf4kg
ଶୁଣିଲେ ଜାଣିବେ ଅତି ଚମତ୍କାର ଭାବେ ଗାଉଛନ୍ତି କୃଷ୍ଣ ଭଜନ
ଭାରତର ନିର୍ବାଚନ କମିଶନ ଆଜି ବରଗଡ ଜିଲ୍ଲା ପଦ୍ମପୁର
ଉପନିର୍ବାଚନ ପାଇଁ ଭୋଟ୍ଗ୍ରହଣର ତାରିଖ ଘୋଷଣା କରିଛନ୍ତି
ଭାରତର ନିର୍ବାଚନ କମିଶନ ବରଗଡ ଜିଲ୍ଲା ପଦ୍ମପୁରଉପନିର୍ବାଚନ ପାଇଁ ଭୋଟ୍ଗ୍ରହଣର ତାରିଖ ଘୋଷଣା କରିଛନ୍ତି । ଆସନ୍ତାଡିସେମ୍ବର ୫ ତାରିଖରେ ଭୋଟ୍ଗ୍ରହଣ କରାଯିବ ଏବଂ ୮ ତାରିଖରେଭୋଟ୍ଗଣତି ହେବ । ଏଥିପାଇଁ ଚଳିତମାସ ୧୦ ତାରିଖରେ ବିଜ୍ଞପ୍ତି ପ୍ରକାଶପାଇବ । ଆସନ୍ତା ୧୭ ତାରିଖ ସୁଦ୍ଧା!-->…
ଦେଶର ଉତ୍ତର ପୂର୍ବାଞ୍ଚଳ ବ୍ୟତୀତ ଅନ୍ୟାନ୍ୟ
ଅଞ୍ଚଳରେ ଏହା ଆଂଶିକ ଦୃଶ୍ୟମାନ ହେବ
ଭାରତ ଏବଂ ଅନ୍ୟ କେତେକ ଦେଶରେ ଆଜି ସୂର୍ଯ୍ୟ ପରାଗ ଆଂଶିକଦୃଶ୍ୟମାନ ହେବ । ଦେଶର ଉତ୍ତର ପୂର୍ବାଞ୍ଚଳ ବ୍ୟତୀତ ଅନ୍ୟାନ୍ୟଅଞ୍ଚଳରେ ଏହା ଆଂଶିକ ଦୃଶ୍ୟମାନ ହେବ । ଅପରାହ୍ନ ୪ଟା ୨୯ ମିନିଟ୍ରୁଏହା ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୪୨ ମିନିଟ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ ।ତେବେ କେତେକ ଅଞ୍ଚଳରେ!-->…
କୋଣାର୍କରେ ଦେଶର ଦ୍ୱିତୀୟ ସହର
ଭାବେ ପ୍ରସ୍ତାବିତ ସୌରଶକ୍ତି ପ୍ରକଳ୍ପ କାର୍ଯ୍ୟକାରୀ
ବିଶ୍ୱ ଐତିହ୍ୟ ପର୍ଯ୍ୟଟନସ୍ଥଳୀ କୋଣାର୍କରେ ଦେଶର ଦ୍ୱିତୀୟ ସହରଭାବେ ପ୍ରସ୍ତାବିତ ସୌରଶକ୍ତି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହି ପ୍ରକଳ୍ପକାର୍ଯ୍ୟକାରୀ ହେବା ଦ୍ୱାରା କୋଣାର୍କ ସୂର୍ଯ୍ୟ ମନ୍ଦିର ସମେତ ଆଖପାଖ ଅଞ୍ଚଳସୌରଶକ୍ତି ଆଲୋକ ଦ୍ୱାରା ଆଲୋକିତ ହେବ । ଓପିଟିସିଏଲ୍ ୧୦ମେଗାୱାଟ୍!-->…