Sign in
Sign in
Recover your password.
A password will be e-mailed to you.
Browsing Category
ସତ-ମିଛ
ଖୋଲିଲା ଶ୍ରୀଦେବୀଙ୍କର ମୃତ୍ୟୁ ରହସ୍ୟ
ଶ୍ରୀଦେବୀଙ୍କର ସ୍ୱାମୀ ବୋନି ଯାଇଥିଲେ ସରପ୍ରାଇସ୍ ଦେବାକୁ ହେଲେ ତାଙ୍କ ମୃତ୍ୟୁରେ ଏବେ ସମସ୍ତେ ସରପ୍ରାଇସରେ
ଦୁବାଇ(ଓଡିଶା ନେକ୍ସଟ୍) ବଲିଉଡ୍ର ଚାନ୍ଦନୀ , ହାଓ୍ୱା ହାଓ୍ୱାଇ ତଥା ପ୍ରଥମ ସୁପରଷ୍ଟାର ମହିଳା ଅଭିନେତ୍ରୀ ଶ୍ରୀଦେବୀଙ୍କର ଦୁବାଇରେ ଆକସ୍ମିକ ଦେହାନ୍ତ ହୋଇଥିଲା । ଏହାକୁ…
ଓଡିଆ ସୁନ୍ଦରୀ କିଙ୍ଗ ଫିସରର କ୍ୟାଲେଣ୍ଡର ଗର୍ଲ
ଭୁବନେଶ୍ୱର(ଓଡିଶାନେକ୍ସଟ୍): ଓଡିଶାର ସୁଶ୍ରୀ ଶ୍ରେୟା ମିଶ୍ର କିଙ୍ଗଫିସରରେ କ୍ୟାଲେଣ୍ଡକ ଗର୍ଲ ଭାବରେ ପରିଚିତ। ଏବେ ବଲିଉଡ୍ରେ ସୁଶ୍ରୀ ବେଶ୍ ସକ୍ରିୟ । ୨୦୧୫ ମସିହାରେ ସେ ମିସ୍ ୟୁନାଇଟେଡ କଣ୍ଟିନେଣ୍ଟ ପ୍ରତିଯୋଗିତାରେ ଅଂସ ଗ୍ରହଣ କରିଥିଲେ ।
ସମ୍ବଲପୁରରେ ୧୯୯୧ ମସିହାରେ ଜନ୍ମ…
ଭଲ କାମ ଯୋଗୁଁ ଉଚ୍ଚ ପ୍ରଶଂସିତ ଜମ୍ମୁ କଶ୍ମୀରରେ ଓଡିଆ ସିଂହମ ପୁଲିସ ଅଧିକାରୀ
ଶ୍ରୀନଗର(ଓଡିଶାନେକ୍ସଟ୍) ଜମ୍ମୁ କଶ୍ମୀରରେ ଏବେ ଜଣେ ଓଡିଆ ଆପିଏସ୍ ଅଧିକାରୀ ନିଜର ଭଲକାମ ଯୋଗୁଁ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଏହି ପୁଲିସ ଅଧିକାରୀ ଜଣଙ୍କ ହେଲେ ସେଠାରେ ନୂଆକରି ନିଯୁକ୍ତି ପାଇଥିବା ଆଇଜି(ଟ୍ରାଫିକ) ବସନ୍ତ ରଥ । ଏକ ଗରିବ ପରିବାରରେ ବସନ୍ତ ଜନ୍ମ ହୋଇଥିଲେ । ମାତ୍ର…
ଚାଲିଗଲେ ଚାନ୍ଦନୀ, ଶ୍ରୀ ଦେବୀଙ୍କ ବିଷୟରେ କିଛି ଜଣା ଅଜଣା କଥା
୨୪ ଫେବ୍ରୁଆରିରୀ ହୃଦଘାତରେ ବଲିଉଡ୍ର ଚାନ୍ଦନୀ ପ୍ରଖ୍ୟାତ ଅଭିନେତ୍ରୀ ଶ୍ରୀଦେବୀଙ୍କର ମୃତ୍ୟୁ ହୋଇଛି ।
ମୃତ୍ୟୁ ସମୟରେ ତାଙ୍କ ପାଖରେ ତାଙ୍କ ସ୍ୱାମୀ ବନି କାପୁର ଓ କନ୍ୟା ଖୁସୀ ଉପସ୍ଥିତ ଥିଲେ। ସେ ଦୁବାଇରେ ମୋହିତ ମରୁହାଙ୍କ ବିବାହଭୋଜିରେ ଯୋଗଦେବାକୁ ଯିବା ଅବସରରେ ଶ୍ରୀଦେବୀଙ୍କର…
ଭଲ ନିଦ ପାଇଁ ଆପଣାନ୍ତୁ ଏହି ଉପାୟ
ଭୁବନେଶ୍ୱର: ଆଡମ୍ୱରପୂର୍ଣ୍ଣ ଜୀବନଶୈଳୀ ମଣିଷ ଶରୀରକୁ ଦିନକୁ ଦିନ ରୋଗାକ୍ରାନ୍ତ କରି ପକାଉଛି। ଦୈନନ୍ଦିନ ଜୀବନରେ ଆମେ ଗ୍ରହଣ କରୁଥିବା ଖାଦ୍ୟପ୍ରେୟ ହେଉ କି ଚାପଗ୍ରସ୍ତ ହୋଇ କାର୍ଯ୍ୟ କରିବା ଯୋଗୁଁ ମାନସିକ ଭାବେ ଆମେ ଦୁର୍ବଳ ହେବାରେ ଲାଗୁଛି। ଫଳରେ ଆମେ ଅନିଦ୍ରା ସମସ୍ୟାର ଶିକାର…
ରିଭର୍ସ ଗିୟରରେ ଚାଲିବ ସ୍କୁଟର, ମୋବାଇଲ୍ ଆପ୍ ବିନା ପେଟ୍ରୋଲରେ ବ୍ୟାଟେରିରେ ଚାଲିବ ୮୦ କିମି
ରିଭର୍ସ ଗିୟରରେ ଚାଲିବ ସ୍କୁଟର। ଏକଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ। କାରଣ ଏବେ ପର୍ଯ୍ୟନ୍ତ କୌଣସି ଦୁଇ ଚକିଆ ଯାନରେ ଏପରି ସୁବିଧା ଉପଲବ୍ଧ ନାହିଁ। କେବଳ ଚାରି ଚକିଆ କିମ୍ବା ତା’ଠାରୁ ବଡ଼ ଗାଡ଼ିରେ ଏପରି ସୁବିଧା ଥାଏ। ତେବେ ରିଭର୍ସ ଗିୟର ସୁବିଧା ଥିବା ଏକ ଦୁଇଚକିଆ ଯାନ ଖୁବ…
ମୋବାଇଲ୍ ଫୋନ୍ ପିଲାଙ୍କ ଖରାପ ସ୍ୱାସ୍ଥ୍ୟର କାରଣ
ଦିନକୁ ଦିନ ବଢି ଚାଲିଛି ମୋବାଇଲ୍ ଫୋନ୍ ବ୍ୟବହାର। ଛୋଟଠାରୁ ବଡ଼ ସମସ୍ତେ ଏହାକୁ ବ୍ୟବହାର କରୁଛନ୍ତି। ହେଲେ ଅଧିକ ସମୟ ମୋବାଇଲ ବ୍ୟବହାର କରିବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ବୋଲି ଜଣାପଡିଛି। ବିଶେଷକରି ପିଲାମାନଙ୍କ ଉପରେ ଏହାର ପ୍ରଭାବ ଅଧିକ ପଡିଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି।…
ଡିପ୍ରେସନରୁ ମୁକ୍ତି ପାଇଁ ଖାଆନ୍ତୁ ଏହି ଖାଦ୍ୟ
ଆମ ସମସ୍ତଙ୍କ ଜୀବନରେ କିଛି ନା କିଛି ସମସ୍ୟା ଆସେ। ବେଳେ ବେଳେ ସମସ୍ୟାରୁ ବାହାରିବା ଆମ ପାଇଁ ମୁସ୍କିଲ ହୋଇଯାଏ। ଫଳରେ ଆମକୁ ଚିନ୍ତା ମାଡ଼ିବସେ। ଡାକ୍ତରୀ ଭାଷାରେ ଆମେ ଡିପ୍ରେସନର ଶିକାର ହେଉ। ଏଥିରୁ ମୁକ୍ତି ପାଇବା ପାଇଁ ଆମେ ଡାକ୍ତରଙ୍କ ପରାମର୍ଶ ନେଉ। ତେବେ ଏମିତି କିଛି ଖାଦ୍ୟ ଅଛି…
ଫ୍ରିଜ୍ରେ ରଖିବେନି ଏହି ଖାଦ୍ୟ
ପାଉଁରୁଟି: ଏହାକୁ ଫ୍ରିଜ୍ରେ ରଖିଲେ ଶୀଘ୍ର ଶୁଖିବା ସହ ଖଟା ହୋଇଯାଏ। ଜରିରେ ଗୁଡ଼ାଇ, ଶୁଷ୍କ-ଶୀତଳ ସ୍ଥାନରେ ରଖନ୍ତୁ।
ତରଭୁଜ: କାଟିବା ପୂର୍ବରୁ ଫ୍ରିଜ୍ରେ ରଖନ୍ତୁନାହିଁ। କାଟିସାରିବା ପରେ ଜରିରେ ଗୁଡ଼ାଇରଖନ୍ତୁ।
କଦଳୀ: ସଂପୂର୍ଣ୍ଣ ପାଚିଥିଲେ ଫ୍ରିଜ୍ରେ ରଖିପାରନ୍ତି।…
ଗ୍ରୀନ୍ ମଟରର ଫାଇଦା
ଗ୍ରୀନ୍ ମଟରରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ଓ ଫାଇବର ଥାଏ । ଏଥିରେ ଆଇରନ୍ ,ଜିଙ୍କ୍, ମାଙ୍ଗାନିଜ୍, ଓ କପର ଅଛି । ଯାହା ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ । ଏତଦ୍ବ୍ୟତୀତ ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ମଧ୍ୟ ମିଳିଥାଏ, ଯାହା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସହାୟକ…