Sign in
Sign in
Recover your password.
A password will be e-mailed to you.
ଟିଭିଏସ୍ ମୋଟର କଂପାନି ପକ୍ଷରୁ ବ୍ୟାପକ ଆକର୍ଷଣୀୟ ସୁବିଧା ସୁଯୋଗ ଥିବା ନୂଆ ଟିଭିଏସ୍ ଆଇକ୍ୟୁବ୍ ଇଲେକ୍ଟ୍ରିକ୍…
• ନୂଆ ଟିଭିଏସ୍ ଆଇକ୍ୟୁବ୍ ସିରିଜ୍ ପର୍ସନାଲାଇଜଡ୍ ଥିମ୍, ମ୍ୟୁଜିକ୍ ପ୍ଲେୟାର କଂଟ୍ରୋଲ୍, ଭଏସ୍ ଆସିଷ୍ଟ୍ ଏବଂ ଟିଭିଏସ୍ ଆଇକ୍ୟୁବ୍ ଆଲେକ୍ସା ସ୍କିଲ୍ସେଟ୍, ଯାନର ସ୍ୱାସ୍ଥ୍ୟ ଓ ନିରାପତା ଏବଂ ଓଟିଏ ଅପ୍ଡେଟ୍ ଭଳି ବ୍ୟାପକ ଶ୍ରେଣୀର ଅଗ୍ରଣୀ କନେକ୍ଟେଡ୍ ସୁବିଧା ସୁଯୋଗ ପ୍ରଦାନ କରୁଛି•!-->…
ରାଜ୍ୟରେ ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ଶୀତ ଲହରୀ
ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ଫୁଲବାଣୀ ଜିଲ୍ଲାର ଦାରିଙ୍ଗିବାଡ଼ିରେ ପ୍ରବଳ ଶୀତ ଅନୁଭୂତ ହେଉଛି । ସେଠାରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ଼ କରାଯାଇଛି । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ!-->…
ବନାଗ୍ନି ପ୍ରଶମନ ପାଇଁ ସ୍ୱତନ୍ତ୍ର
ରଣନୀତି ପ୍ରସ୍ତୁତ
ରାଜ୍ୟ ସରକାର ଗୋଷ୍ଠୀ ସହଭାଗିତାରେ ବନାଗ୍ନି ପ୍ରଶମନ ପାଇଁ ସ୍ୱତନ୍ତ୍ରରଣନୀତି ପ୍ରସ୍ତୁତ କରିଛନ୍ତି । ପଞ୍ଚାୟତକୁ ୟୁନିଟ୍ ଭାବେ ନେଇ ସରପଞ୍ଚ,ଯୁବକ ସଂଘ, ସ୍ୱୟଂସହାୟକ ଗୋଷ୍ଠୀ ଓ ଏନ୍ଜିଓମାନଙ୍କୁ ଜଙ୍ଗଲ ନିଆଁରୋକିବା ପ୍ରକ୍ରିୟାରେ ସାମିଲ କରାଯିବା ସହ ତୃଣମୂଳସ୍ତରରୁଜନସଚେତନତା ଓ!-->…
ଚଳିତବର୍ଷ ଫେବୃୟାରୀ ୨୮ ସୁଦ୍ଧା ରାଜ୍ୟରେ ୮ ଲକ୍ଷ ୯୮ ହଜାର ୭୧୭
ବେରୋଜଗାର ଯୁବକ ଯୁବତୀ କର୍ମନିୟୋଜନ କାର୍ଯ୍ୟାଳୟ…
ଚଳିତବର୍ଷ ଫେବୃୟାରୀ ୨୮ ସୁଦ୍ଧା ରାଜ୍ୟରେ ୮ ଲକ୍ଷ ୯୮ ହଜାର ୭୧୭ବେରୋଜଗାର ଯୁବକ ଯୁବତୀ କର୍ମନିୟୋଜନ କାର୍ଯ୍ୟାଳୟ ଗୁଡ଼ିକରେନାମ ପଞ୍ଜିକରଣ କରିଛନ୍ତି ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀପ୍ରୀତିରଂଜନ ଘଡ଼ାଇ ଗୃହରେ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି । ସେକହିଛନ୍ତି ବେରୋଜଗାର!-->…
ଅଞ୍ଜଳି ଆରୋରାଙ୍କର ହଟ୍ ଭିଡିଓ ଭାଇରାଲ୍
ଅଞ୍ଜଳି ଆରୋରା । ଏହାଙ୍କୁ କାଚା ବାଦାମ ଗର୍ଲ କୁହାଯାଏ । ଏବେ ତାଙ୍କର ହଟ୍ ଭିଡିଓ ଇଣ୍ଟରନେଟ୍ରେ ନିଆଁ ଲଗାଯାଇଛି । ଲକ୍ଷ ଲକ୍ଷ ଲୋକ ଏହାକୁ ଫଲୋ କରିବା ସହ କୋଟି କୋଟି ଭିଉ ହେଉଛି ।
View this post on Instagram
!-->!-->…
ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍ସ ପକ୍ଷରୁ ଆଜିର ସାହସୀ ଓ ଦୃଢ଼ ଭାରତୀୟ ମହିଳାଙ୍କ ପାଇଁ ନୂଆ ଅଭିଯାନ
ଭୁବନେଶ୍ୱର: ସବୁ ସମାଜ ଓ ସାମାଜିକ-ଅର୍ଥନୈତିକ ବିକାଶରେ ମହିଳାମାନେ ଅପରିହାର୍ଯ୍ୟ ଭୂମିକା ନିର୍ବାହ କରୁଛନ୍ତି । ଏହା ମଧ୍ୟ ସତ ଯେ ଆମ ସମାଜର ମହିଳାମାନେ ସେମାନଙ୍କ ଜୀବନ ସାରା ପରିବାର, ସହଯୋଗୀ କିମ୍ବା ସୋସିଆଲ ମିଡିଆରେ ବହୁ ପ୍ରକାର ନକାରାତ୍ମକ ଓ ବିଚାର ସମ୍ପର୍କିତ ମତାମତ ଶୁଣି!-->…
ଋଣ ବଜାରରେ ମହିଳା ଗ୍ରାହକଙ୍କ ସଂଖ୍ୟା ବଢ଼ୁଛି: ଟ୍ରାନ୍ସୟୁନିୟନ୍ ସିବିଲ୍ ରିପୋର୍ଟ
ଗତ ପାଂଚ ବର୍ଷରେ ସକ୍ରିୟ ମହିଳା ଋଣଗ୍ରହୀତାଙ୍କ ସଂଖ୍ୟାରେ ବାର୍ଷିକ ହାରାହାରି ୧୫% ବୃଦ୍ଧିଭୁବନେଶ୍ୱର: ଅନ୍ତର୍ଜାତୀୟ ମହିଳା ଦିବସ ପରିପ୍ରେକ୍ଷୀରେ ଟ୍ରାନ୍ସୟୁନିୟନ୍ ସିବିଲ୍ ପକ୍ଷରୁ ପ୍ରତିବର୍ଷ ମହିଳା ଋଣଗ୍ରହୀତାଙ୍କୁ ନେଇ ରିପୋର୍ଟ ଜାରି କରାଯାଉଛି । ଚଳିତ ବର୍ଷ ଜାରି ହୋଇଥିବା!-->…
ଟିପିଏନ୍ଓଡିଏଲ୍ ପକ୍ଷରୁ ୫୨ତମ ଜାତୀୟ ସୁରକ୍ଷା ସପ୍ତାହର ପ୍ରଥମ ଦିନ “ଲାଇନ୍ମ୍ୟାନ୍ ଦିବସ’ ଭାବେ ପାଳନ
ଭୁବନେଶ୍ୱର: ଟାଟା ପାୱାର ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏନ୍ଓଡିଏଲ୍) ପକ୍ଷରୁ ପ୍ରବଳ ଉତ୍ସାସ ଓ ଉଦ୍ଦୀପନା ସହ ଲାଇନ୍ମ୍ୟାନ୍ ଦିବସ ଓ ଜାତୀୟ ସୁରକ୍ଷା ସପ୍ତାହ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ!-->…
ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ବାଲିଆପାଳର ମଧୁପୁରାରେ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ
୫ ସ୍ୱାସ୍ଥ୍ୟ ଶିବିରରେ ୪୦୦୦ରୁ ଅଧିକ ରୋଗୀଙ୍କ ଚିକିତ୍ସାବାଲିଆପାଳ: ପ୍ରକଳ୍ପ ପାରିପାଶ୍ୱିର୍କ ଅଂଚଳର ଲୋକମାନଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ନିଶ୍ଚିତ କରିବାର ନିରନ୍ତର ଉଦ୍ୟମକୁ ଆଗକୁ ବଢ଼ାଇ ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍ ଲିମିଟେଡ (ଏସ୍ପିପିଏଲ୍) ପକ୍ଷରୁ ଟାଟା ଷ୍ଟିଲ୍!-->…
ପ୍ରତିଷ୍ଠାତା ଦିବସ: ଟାଟା ଷ୍ଟିଲ୍ ପକ୍ଷରୁ ଜେଏନ୍ ଟାଟାଙ୍କୁ ୧୮୪ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ
ଚଳିତ ବର୍ଷ ପ୍ରତିଷ୍ଠାତାଙ୍କ ଦିବସର ବିଷୟବସ୍ତୁ “ଗ୍ରିନୋଭେସନ-ମେକ୍ ଟୁମରୋ ଗ୍ରିନ୍’ଭୁବନେଶ୍ୱର: ଟାଟା ଷ୍ଟିଲ୍ ପକ୍ଷରୁ ଏହାର ପ୍ରତିଷ୍ଠାତା ତଥା “ଭାରତୀୟ ଶିଳ୍ପର ଜନକ’ ଭାବେ ପରିଚିତ କିମ୍ବଦନ୍ତୀ ଜାମସେତଜୀ ନୁସେରୱାନଜୀ ଟାଟାଙ୍କୁ ତାଙ୍କ ୧୮୪ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ!-->…
ସୋନମ କପୁର ଆହୁଜାଙ୍କୁ ନେଇ ହଗିସ୍ର ନୂଆ “ହଗିସ୍ ଫ୍ଲିପ୍ ଆଣ୍ଡ୍ ଡିପ୍ ଚ୍ୟାଲେଞ୍ଜ’ ଅଭିଯାନ
ଭୁବନେଶ୍ୱର: କିମ୍ବର୍ଲି କ୍ଲାର୍କର ଲୋକପ୍ରିୟ ବ୍ରାଣ୍ଡ୍ ହଗିସ୍ ପକ୍ଷରୁ ଏହାର “ୱି ଗଟ୍ ୟୁ, ବେବି’ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଲାଗି ବଲିଉଡ୍ ଅଭିନେତ୍ରୀ ତଥା ନିକଟରେ ମା’ ହୋଇଥିବା ସୋନମ କପୁର ଆହୁଜାଙ୍କ ସହ ସହଯୋଗିତା ସ୍ଥାପନ କରାଯିବା ସହ ହଗିସ୍ କମ୍ପ୍ଲିଟ୍ କମ୍ଫର୍ଟ ବର୍ଗମାଳାର!-->…
ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ୧୮୪ତମ ପ୍ରତିଷ୍ଠାତା ଦିବସ ପାଳିତ
କଳିଙ୍ଗନଗର: ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସ୍କେ) ପକ୍ଷରୁ ଓଡ଼ିଶାର ଯାଜପୁର ଜିଲ୍ଲାର କଳିଙ୍ଗନଗର କାରଖାନାରେ ଜାମସେଟ୍ଜୀ ନସରୱାନଜୀ ଟାଟାଙ୍କ ୧୮୪ତମ ଜୟନ୍ତୀକୁ ପ୍ରତିଷ୍ଠାତା ଦିବସ ଭାବେ ଶୁକ୍ରବାର ପାଳନ କରାଯାଇଛି । ଭେଣ୍ଡର ପାର୍ଟନର କର୍ମଚାରୀମାନଙ୍କ ପାଇଁ ଇଞ୍ଜିନିୟରିଂ ଆଣ୍ଡ୍!-->…