ଦୀର୍ଘ ୪୦ ବର୍ଷର ପ୍ରତୀକ୍ଷା ପରେ ଭାରତ ହକିରେ ଜିତିଲା କାଂସ୍ୟ ପଦକ ଜର୍ମାନୀକୁ ୫-୪ ଗୋଲରେ ହରାଇଲା
ଦୀର୍ଘ ୪୦ ବର୍ଷ ପରେ ଅଲିମ୍ପିକରେ ଭାରତ ହକିରେ ପଦକ ଜିତିଛି ଟୋକିଓ ଅଲିମ୍ପିକରେ ଜର୍ମାନୀକୁ ୫-୪ ଗୋଲରେ ପରାସ୍ତ କରିଛି । ପୁରୁଷ ହକିଦଳ ଦେଶ ପାଇଁ ଗୌରବ ଆଣିଛି । ଏହି ମ୍ୟାଚ ବେଶ୍ ସଂଘର୍ଷପୂର୍ଣ୍ଣ ଥିଲା । ଶେଷରେ ଭାରତୀୟ ହକିଦଳ ବିଜୟ ଲାଭ କରି ବ୍ରୋଞ୍ଚ ପଦକ ଜିତିଛନ୍ତି ।