ଚଳିତବର୍ଷ ମେଟ୍ରିକ୍ ପରୀକ୍ଷାରେ ଡ୍ରପ୍ଆଉଟ୍ ପିଲାମାନେ ସପ୍ଳିମେଣ୍ଟାରୀ
ପରୀକ୍ଷା ଦେବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାସ
ସୂଚନା ଦେଇଛନ୍ତି । ଶ୍ରୀ ଦାସ କହିଛନ୍ତି ଗତବର୍ଷ ଅପେକ୍ଷା ଏଥର ବହୁତ
କମ୍ ପିଲା ଡ୍ରପ୍ଆଉଟ୍ ହୋଇଛନ୍ତି । ସେମାନେ କାହିଁକି ପରୀକ୍ଷା
ଦେଉନାହାନ୍ତି, ସେ ନେଇ ବିଭାଗ ତର୍ଜମା କରୁଛି । ଛାତ୍ରଛାତ୍ରୀଙ୍କ
ଅଭିଭାବକଙ୍କ ସହିତ ଯୋଗାଯୋଗ କରି ୧୩ ହଜାର ୫୮ ଜଣ
ଡ୍ରପ୍ଆଉଟ୍ ପିଲା କିପରି ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ ସେଥିପାଇଁ
ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Comments are closed, but trackbacks and pingbacks are open.