ସୋମବାର ଶୁଭବାର, ମାର୍ଚ୍ଚ ୧୨ ଜାଣନ୍ତୁ ଶୁଭ ଓ ଅଶୁଭ ସମୟ
ଦିନ- ସୋମବାର ,କୁମ୍ଭ ୨୮ ଦିନ ଚୈତ୍ର ୧୧ ଦିନ
ତାରିଖ- (ଦିନାଙ୍କ)- ମାର୍ଚ୍ଚ ୧୨,୨୦୧୮ ବିକ୍ରମ ସମ୍ବତ –୨୦୭୪ ଶକ ସମ୍ବତ-୧୯୩୯
ସୂର୍ଯ୍ୟୋଦୟ- ୦୬-୦୧-୨୪ ସୂର୍ଯ୍ୟାସ୍ତ-୫-୫୧-୩୦
ତିଥି- କୃଷ୍ଣ ଦଶମୀ ନକ୍ଷତ୍ର- ଦିନ୧୦/୧୭ ଧନୁ ଚନ୍ଦ୍ର ଅହୋରାତ୍ର
ଘାତବାର- ମିଥୁନ ରାଶି ଘାତଚନ୍ଦ୍ର -ତୁଳା ଓ କୁମ୍ବ ରାଶି, ଚନ୍ଦ୍ରଶୁଦ୍ଧି-ମେଷ, କର୍କଟ, ସିଂହ, ତୁଳା, ବିଛା,ମକର,କୁମ୍ଭ, ମୀନ ରାଶିର ଚନ୍ଦ୍ରଶୁଦ୍ଧି
ସାମ୍ବତ୍ସରିକ ଶ୍ରାଦ୍ଧ-ଏକାଦଶୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ
ଯୋଗୀନି ସ୍ଥିତି- ଉତ୍ତରରେ, ଦିନ ୧୧/୧୭ ପରେ ଆଗ୍ନେୟରେ
ଶୁଭ କର୍ମ- ବିବାହ ପାଣିଗ୍ରହଣ, ନାମ କରଣ, ନିଷ୍କ୍ରମଣ, ଅନ୍ନ ପ୍ରାଶନ, ଚୂଡା କରଣ, ବାଣିଜ୍ୟ ଆରମ୍ଭ, ଗୃହାରମ୍ଭ, ନବାନ୍ନ ଭକ୍ଷଣ
ଶୁଭ ବେଳା- ଅମୃତ ବେଳା- ପ୍ରାତଃରୁ ଦିନ ୭ଟା ୩୨,ଦିନ ୧୦-୪୩ରୁ ୧-୦୬ ସନ୍ଧ୍ୟା ୬/୪୦ରୁ ୯-୦୫, ରାତି ୭ଟା ୨୯ରୁ ୯ଟା ୫ ରାତି ୧୧-୩୦ରୁ ୨-୪୩
ମାହେନ୍ଦ୍ର ବେଳା-ଶୁଭ- ଦିନ ୩-୨୯ରୁ ୫-୦୫
ଅଶୁଭ ବେଳା-ଦିନ ୭ଟା ୩୩ରୁ ୮ଟା ୫୧ ଦିନ ୨-୫୪ରୁ ୩-୨୮
ପୁଷ୍କରଦୋଷ- ଦିନ ୧୦-୧୭ ପରେ ଏକପାଦ