ଦେଶର ଉତ୍ତର ପୂର୍ବାଞ୍ଚଳ ବ୍ୟତୀତ ଅନ୍ୟାନ୍ୟ
ଅଞ୍ଚଳରେ ଏହା ଆଂଶିକ ଦୃଶ୍ୟମାନ ହେବ
ଭାରତ ଏବଂ ଅନ୍ୟ କେତେକ ଦେଶରେ ଆଜି ସୂର୍ଯ୍ୟ ପରାଗ ଆଂଶିକଦୃଶ୍ୟମାନ ହେବ । ଦେଶର ଉତ୍ତର ପୂର୍ବାଞ୍ଚଳ ବ୍ୟତୀତ ଅନ୍ୟାନ୍ୟଅଞ୍ଚଳରେ ଏହା ଆଂଶିକ ଦୃଶ୍ୟମାନ ହେବ । ଅପରାହ୍ନ ୪ଟା ୨୯ ମିନିଟ୍ରୁଏହା ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୪୨ ମିନିଟ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ ।ତେବେ କେତେକ ଅଞ୍ଚଳରେ!-->…