ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ୍- ଏବେ ଭୋଟିଂରେ ଶୀର୍ଷରେ
ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ହୋଇଥିବା ଋଷି ସୁନକ୍ ଗତକାଲି ହୋଇଥିବା ଚତୁର୍ଥ ପର୍ଯ୍ୟାୟ ମତଦାନରେ ୧୧୮ ଜଣ ସାଂସଦଙ୍କର ସମର୍ଥନ ହାସଲ କରି କଞ୍ଜର୍ଭେଟିଭ୍ ପାର୍ଟିର ଆଗାମୀ ନେତା ହେବାପାଇଁ ପୁଣି ଥରେ ଶୀର୍ଷ ସ୍ଥାନରେ ରହିଛନ୍ତି
। ଏବେ ଶେଷ ପର୍ଯ୍ୟାୟରେ!-->!-->!-->…