ଆସନ୍ତା ପୌର ନିର୍ବାଚନ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ମାଧ୍ୟମରେ ମତଦାନ
ଆସନ୍ତା ପୌର ନିର୍ବାଚନ ପାଇଁ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ବା ଇ.ଭି.ଏମ୍. ମାଧ୍ୟମରେ ମତଦାନ କରାଯିବ । ଏ ନେଇ ସମସ୍ତ ପ୍ରସ୍ତୁତିପର୍ବ ଚୂଡ଼ାନ୍ତ ହୋଇଛି । ରାଜ୍ୟ ନିର୍ବାଚନ କମିଶନର୍ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ ଇତିମଧ୍ୟରେ ସମସ୍ତ ଜିଲ୍ଲାକୁ ଇ.ଭି.ଏମ୍. ମେସିନ୍!-->!-->!-->…