ଆଶାର ଆଲୋକ ଶୁଣିଲେ ଜାଣିବେ ଅତି ଚମତ୍କାର ଭାବେ ଗାଉଛନ୍ତି କୃଷ୍ଣ ଭଜନ odishanext Dec 18, 2022 ଶୁଣିଲେ ଜାଣିବେ ଅତି ଚମତ୍କାର ଭାବେ ଗାଉଛନ୍ତି କୃଷ୍ଣ ଭଜନ https://www.youtube.com/watch?v=jrv1Bvsf4kg ଶୁଣିଲେ ଜାଣିବେ ଅତି ଚମତ୍କାର ଭାବେ ଗାଉଛନ୍ତି କୃଷ୍ଣ ଭଜନ
ମୁଖ୍ୟ ଖବର ରାଜ୍ୟର ବିଭିନ୍ନ ଜିଲ୍ଲାରେ କେମିତି ପାଳନ ହୋଇଛି ଦଶହରା ଜାଣନ୍ତୁ odishanext Oct 6, 2022 ସାରା ରାଜ୍ୟରେ ଅତ୍ୟନ୍ତ ଶ୍ରଦ୍ଧା, ଭକ୍ତି ଓ ନିଷ୍ଠାର ସହ ଦଶହରାପାଳନ କରାଯାଉଛି । ଦଶହରା ଲାଗି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁପାରମ୍ପରିକରୀତି ମତେ ରାଜାଧିରାଜ ବା ସୁନାବେଶରେ ସଜ୍ଜିତ କରାଯିବାନୀତି ସମ୍ପନ୍ନ ହୋଇଛି । ପବିତ୍ର ବିଜୟା ଦଶମୀ ଅବସରରେ ସମଗ୍ର ସୁବର୍ଣ୍ଣପୁର!-->!-->!-->…
ଓଡିଶା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଦୁର୍ବଳ -ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ,… odishanext Oct 6, 2022 ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଦୁର୍ବଳ ହୋଇଛି । ଏହା ଆନ୍ଧ୍ର ଉପକୂଳକୁ ଗତିକରିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଜପତି, ଗଞ୍ଜାମ, ଢେଙ୍କାନାଳ, ରାୟଗଡ଼ା, ନବରଙ୍ଗପୁର,ମାଲକାନଗିରି ଏବଂ!-->…
ଆଶାର ଆଲୋକ ୧୩ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ଭୁବନେଶ୍ୱରଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ… odishanext Aug 13, 2022 ପଶ୍ଚିମ ମ୍ୟାଁମାର ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ପୂର୍ବାହ୍ନ ସୁଦ୍ଧା ଏକ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ୧୩ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।!-->…