ପ୍ରଥମ ବ୍ରିଟିଶ ଭାରତୀୟ ବଂଶୋଦ୍ଭବ ରୁଷି ସୁନାକ ବ୍ରିଟେନର
ପରବର୍ତ୍ତୀ ପ୍ରଧାନମନ୍ତ୍ରୀ
ପ୍ରଥମ ବ୍ରିଟିଶ ଭାରତୀୟ ବଂଶୋଦ୍ଭବ ରୁଷି ସୁନାକ ବ୍ରିଟେନରପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବେ । ଆଜି ସକାଳେ ସେବଙ୍କିଙ୍ଗ୍ହାମ୍ ପ୍ୟାଲେସ୍ରେ କିଙ୍ଗ ଚାର୍ଲସ୍ଙ୍କୁ ସାକ୍ଷାତ କରିବା ପରେ ଏହିପଦରେ ଅଭିଷିକ୍ତ ହେବେ । ସେଠାକାର ବିଦାୟୀ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ଆଜି!-->…